"ଉଇକିବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ ପୃଷ୍ଠା ତିଆରି କରାଗଲା
 
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ଛୋଟ|Wikiversity}}
{{Infobox Website
| name = Wikiversityଉଇକିବିଦ୍ୟାଳୟ
| logo = [[File:Wikiversity-logo-Snorky.svg|135px|Wikiversity logo.]]
| screenshot = [[File:Wikiversity screenshot 2008.png|250px|Detail of the Wikiversity multilingual portal main page.]]
| caption = Screenshot of wikiversity.org home page
| url = {{URL|www.wikiversity.org}}
| commercial = Noନା
| location = [[Miami, Florida|Miami]], [[Florida]]
| type = [[E-learning|Educational]], [[Autodidacticism|self study]]
| language = Multilingualବହୁଭାଷୀ
| registration = Optionalଇଚ୍ଛାବୋଧକ
| owner = [[Wikimediaଉଇକିମିଡ଼ିଆ Foundation]]ଫାଉଣ୍ଡେସନ
| author = Wikimediaଉଇକିମିଡ଼ିଆ communityକମ୍ୟୁନିଟି
| slogan = "setମୁକ୍ତ learningରୂପେ freeଶିକ୍ଷା"
| alexa = {{DecreasePositive}} 14,448 ({{as of|2017|07|07|alt=July 2017}})<ref name="alexa">{{cite web|url= http://www.alexa.com/siteinfo/wikiversity.org |title= Wikiversity.org Site Info | publisher= [[Alexa Internet]] |accessdate= 2017-07-07 }}</ref>
| launch date = {{Start date and age|2006|08|15}}
}}
 
'''ଉଇକିବିଦ୍ୟାଳୟ''' {{lang-en|Wikiversity}} ଏକ ଉଇକି ପରିଯୋଜନା ଅଟେ,<ref>{{cite web|url=http://wikimania2006.wikimedia.org/wiki/Opening_Plenary_%28transcript%29#Wikiversity_.2826:35.29 |title=Welcome speech |author=Jimbo Wales |publisher=Wikimania |year=2006}}</ref><ref>{{cite web |url=http://www.supload.com/listen?s=SI0OG2vN04i |title=Wikimedia Opening Plenary |website=Supload.com |author=Jimbo Wales |date=2006-08-04 |accessdate=2014-01-17}}</ref> ଯାହାର ସଞ୍ଚାଳନ ଉଇକିମିଡ଼ିଆ ସଂସ୍ଥାନ କରିଥାଏ । ଏହାର ଉଦ୍ଦେଶ୍ୟ ନିଶୁଳ୍କ ସଖିବାର ସାମଗ୍ରୀ ଏବଂ ଲୋକ ମାନଙ୍କୁ ସହଯୋଗ ଦେଇଥାଏ । ଏହା ଉଇକିପିଡ଼ିଆରୁ ବହୁତ ଅଲଗା ଏବଂ ଜଣା ଯାଇଥିବା ପାଠ୍ୟକ୍ରମ ଏବଂ ଅଭ୍ୟାସ ପରି ପ୍ରସ୍ତୁତ କରିଥାଏ ।
 
== ଇତିହାସ==
 
ଉଇକିପିଡ଼ିଆ ବେଟା ଏବଂ ଇଂରାଜୀ ଭାଷାରେ ଉଇକିବିଦ୍ୟାଳୟର ଆରମ୍ଭ ଅଧିକାରୀକ ରୂପେ 15 ଅଗଷ୍ଟ 2006 ମସିହାରେ ହୋଇଥିଲା । କିନ୍ତୁ ଏହାର ବିଚାର ଉଇକିପୁସ୍ତକ ପରିଯୋଜନା ଭିତରେ ହୋଇଥିଲା , ସେତେବେଳେ ବହୁ ଲେଖାକୁ ହଟେଇବା ପାଇଁ ନାମଙ୍କିତ କରାଯାଇଥିଲା । ଯାହାପରେ ଏହାକୁ ଏକ ଅଲଗା ପରିୟୋଜନା ରୂପେ ବନେଇବାର ପ୍ରସ୍ତାବ ରଖାଗଲା ଏବଂ ଖୁବ ଶୀଘ୍ର ଏହା ଏକ ଉଇକିମିଡ଼ିଆର ପରିୟୋଜନା ରୂପେ ଆରମ୍ଭ ହୋଇଗଲା ।
 
ଏଥିପାଇଁ ଦୁଇଟି ପ୍ରସ୍ତାବ ତିଆରି ହୋଇଥିଲା, ଯେଉଁଥିରେ ପ୍ରଥମ 2005 ମସିହାରେ ହୋଇଥିଲା, ଯାହାକୁ ସ୍ୱୀକାର କରାଗଲା ନାହିଁ ଏବଂ ସେହି ପ୍ରସ୍ତାବର ବଦଳ ରୂପ 2006 ମସିହାରେ ସ୍ୱୀକୃତି କରିଦିଆ ଗଲା । ଏହି ପରିଯୋଜନ କୁ ତିଆରି ହେବାର ଘୋଷଣା [[ଉଇକିମାନିଆ]] 2006ରେ କରାଯାଇଥିଲା ।
 
==ଆଧାର==