"ଭାଇନା, କ'ଣ କଲା ସେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
}}
 
'''ଭାଇନା, କ'ଣ କଲା ସେ''', ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାଷ୍ଟିଂକାଉଚର ସତ୍ୟାସତ୍ୟକୁ ନେଇ [[ସଞ୍ଜୟ ନାୟକ]]ଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା । ଏଥିରେ ହାସ୍ୟ ଅଭିନେତା [[ବାଳକୃଷ୍ଣ ନାୟକ|ବାଳକୃଷ୍ଣ]], [[ପପୁ ପମ ପମ]]ଙ୍କ ଭଳି ଦେଖାଯାଉଛନ୍ତି । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦେଶନା ଦାୟିତ୍ୱରେ ଥିଲେଦେଇଥିଲେ [[ପ୍ରେମ ଆନନ୍ଦ]] ।<ref>{{cite news|title=ଓଲିଉଡରେ କାଷ୍ଟିଂକାଉଚ ପଛର ସତ୍ୟକୁ ନେଇ ‘ଏକ୍ସକ୍ୟୁଜ ମି କ’ଣ କଲା ସେ’ ସିନେମାର ମହୁରତ|url=http://odishanews360.com/odisha/details?mallId=5&jobId=9988&type=ENTERTAINMENT|accessdate=21 August 2016|newspaper=Odisha News 360|date=4 August 2016}}</ref> ପ୍ରଥମାବସ୍ଥାରେ ଏହି ଚଳଚ୍ଚିତ୍ରଟିର ନାମ ''ଏକ୍ସକ୍ୟୁଜ ମି କ'ଣ କଲା ସେ'' ଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର ଶୀର୍ଷକ‌କୁ ବଦଳାଇ ''ଭାଇନା, କ'ଣ କଲା ସେ'' କରାଯାଇଥିଲା ।<ref>{{cite news|last=ସାହୁ|first=ଗଣେଶ ପ୍ରସାଦ|title=ଅଭିନୟର ଗୋଟିଏ ଦିଗ ନୁହେଁ ସବୁ ଦିଗରେ ମାହିର ହେବାକୁ ଲକ୍ଷ୍ୟ ରଖିଛି: ତମନ୍ନା|url=http://www.odishanews360.com/Odisha/details?mallId=5&jobId=11544&type=Entertainment|accessdate=16 September 2016|newspaper=Odisha News 360|date=9 September 2016}}</ref>
 
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ବାଳକୃଷ୍ଣ ନାୟକ]] ଏବଂ ତମନ୍ନା ।<ref name="kana kala se"/> କୁନା ତ୍ରିପାଠୀ, ଚନ୍ଦନ କର, ଜୀନା ସାମଲ, ଲିକ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ବିରେନ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୟ==
#* [[ବାଳକୃଷ୍ଣ ନାୟକ]]- ଦୀପୁ ଡିଂ ଡଂ
#* [[ଉତ୍ତମ ମହାନ୍ତି]]- ଉତ୍ତମ ମହାନ୍ତି
#* [[କୁନା ତ୍ରିପାଠୀ]]
#* [[ଚନ୍ଦନ କର]]
#* [[ଜୀନା ସାମଲ]]
#* ଲକି
#* ପ୍ରେମାଞ୍ଜନ ପରିଡ଼ା
#* ବିଜୁ ବଡ଼ଜେନା
#* ତମନ୍ନା
#* ବିରେନ ମିଶ୍ର
#* [[ପ୍ରଦ୍ୟୁମ୍ନ ଲେଙ୍କା]]
#* ପ‌ପି ସନ୍ତୁକା
#* ଦେବଶ୍ୱତା
 
==କାହାଣୀ==
Line ୪୭ ⟶ ୪୯:
 
==ଗୀତ ଓ ସଙ୍ଗୀତ==
ଏହି ଚଳଚ୍ଚିତ୍ରରେ [[ପ୍ରେମ ଆନନ୍ଦ]] ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତିଦେଇଥିଲେ । ଅରୁଣ ମନ୍ତ୍ରୀ, ମଧୁସୂଦନ ଦାସ, ସୁବ୍ରତ ସାହୁ ଓ ଦେବୀଦତ୍ତ ମହାନ୍ତି ପ୍ରମୁଖ ଗୀତଗୀତିକାର ଗୁଡ଼ିକୁଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଛନ୍ତିକରିଥିଲେ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ହ୍ୟୁମାନ ସାଗର, ସୋହିନୀ ମିଶ୍ର, ସଞ୍ଜୁ, [[ଦୀପ୍ତିରେଖା ପାଢ଼ୀ]] ଏବଂ ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ
 
{| border="2" cellpadding="4" cellspacing="0" style="margin: 1em 1em 1em 0; background: #f9f9f9; border: 1px #aaa solid; border-collapse: collapse; ;"
Line ୬୪ ⟶ ୬୬:
 
==ମନ୍ତବ୍ୟ==
[[ଓଡ଼ିଆ ଭାଷା|ଓଡ଼ିଆ]] ହାସ୍ୟ ଅଭିନେତା [[ପପୁ ପମ ପମ]]ଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମାଣ ହେଉଥିବା କଥା ଅନେକ କ‌ହିଥିଲ, ତେଣୁ ଏହାକୁ ପସନ୍ଦ କରି ନ ଥିଲେ । ଏହି ଚଳଚ୍ଚିତ୍ରକୁ ସମାଲୋଚନା କରିବାକୁ ଯାଇ ସେ କ‌ହିଥିଲେ କି, "ଯେଉଁ ଫିଲ୍ମ ୭ଦିନରେ ହୁଏ, ତାକୁ ଫିଲ୍ମ କୁହାଯିବା କଥା ନୁହେଁ ।"<ref>{{cite news|title=ମେଘ ମିଛ, ସୂର୍ଯ୍ୟ ସତ: ପପୁ ପମ୍‌ପମ୍‌|url=http://odishareporter.in/papu-back-interview/|accessdate=16 September 2016|newspaper=Odisha Reporters|date=26 August 2016}}</ref> ଏପରିକି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ଏହା ବିରୁଦ୍ଧରେ ଅଦାଲତରେ ଆବେଦନ ହୋଇଥିଲା । ଚଳଚ୍ଚିତ୍ରରେ ମାତ୍ରାଧିକ ଅଶ୍ଳୀଳ ଦୃଶ୍ୟ ଓ କାଷ୍ଟିଂ କାଉଚ୍‌ ବିବାଦରେ ଫସିଥିବା [[ପପୁ ପମ ପମ]]ଙ୍କ ବ୍ୟକ୍ତିଗତ କାହାଣୀ ଉପରେ ଏହା ଆଧାରିତ ହୋଇଥିବାରୁ ପପୁଙ୍କ ବ୍ୟକ୍ତିଗତ ଜୀବନ ଏଥିରେ ପ୍ରଭାବିତ ହେବାର ଆଶଙ୍କା କରି ଏହାକୁ ମୁକ୍ତିଲାଭ ନ କରିବାକୁ ଅଦାଲତରେ ଆବେଦନ କରିଥିଲେ ସୁଶାନ୍ତ ପଣ୍ଡା । ପରେ ପରେ [[ପପୁ ପମ ପମ]] ମଧ୍ୟ ଅଦାଲତରେ ଆବେଦନ କରିଥିଲେ ।<ref>{{cite news|title=ମୁକ୍ତିଲାଭ କରିବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି ‘ଭାଇନା, କ’ଣ କଲା ସେ’|url=http://sambad.in/news/entertainment/controversy-of-kankalase/5658.html|accessdate=4 October 2016|newspaper=[[ସମ୍ବାଦ]]|date=16 September 2016}}</ref> ମାତ୍ର ଏହି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ କାହାଣୀ ପପୁଙ୍କ ଜିବନୀ ଉପରେ ଆଧାରିତ ନୁହେଁ ବୋଲି କ‌ହିଥିଲେ ନାୟକ ବାଳକୃଷ୍ଣ ।<ref name="kana kala se">{{cite news|title=ରୂପେଲି ପରଦାରେ କମେଡି କିଙ୍ଗଙ୍କୁ ନେଇ ଫିଲ୍ମ ‘କଣ କଲା ସେ’|url=kanaknews.com/odia-film-on-papu-pom-pom-kan-kala-se/|accessdate=18 August 2017|newspaper=କନ‌କ ନ୍ୟୁଜ|date=12 August 2016}}</ref>
 
==ଆଧାର==