"ଗୁଗଲପ୍ଲେକ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୭ କ ଧାଡ଼ି:
====ଏସ ଜି ଆଇ କ୍ୟାମ୍ପସ====
ଏହି ସ୍ଥାନଟି ପୂର୍ବରୁ ସିଲିକନ ଗ୍ରାଫିକ୍ସ ଦ୍ୱାରା ଅଧିକୃତ ଥିଲା । ଏହାର କାର୍ଯ୍ୟାଳୟ ସ୍ଥାନଟି ୨୬ ଏକର ଜମିରେ ନିର୍ମାଣ ହୋଇଥିଲା ଯାହା ମଧ୍ୟରେ ଚର୍ଲେଷ୍ଟନ୍ ପାର୍କ ଅନ୍ୟତମ । ଏହା ଏସ ଜି ଆଇ ଏବଂ ଏସ ଡବ୍ଲୁ ଏ ଗ୍ରୁପର ମିଳିତ ଉଦ୍ୟମରେ, ସାନ ପ୍ରନ୍ସିସ୍କୋର କମ୍ପାନୀ ଏବଂ ଏହାର କାର୍ଯ୍ୟାଳୟକୁ ବିସ୍ତାର କରିବା ନିମନ୍ତେ ତିଆରି ଆରମ୍ଭ ହୋଇଥିଲା ।
 
====ଗୁଗଲ କ୍ୟାମ୍ପସ====
୨୦୦୩ ମସିହାରେ ଗୁଗଲ ଉପରୋକ୍ତ ଏସ ଜି ଆଇ କ୍ୟାମ୍ପସ କୁ ଲିଜରେ ନେଇଥିଲା ଏବଂ ଏହାକୁ ୨୦୦୫ ରୁ ୨୦୦୬ ମଧ୍ୟରେ ନବୀକରଣ କରାଇଥିଲା । ଏହାର ଗୃହ ଗୁଡିକର ଉଚ୍ଚତା କମ ଥିଲା ଏବଂ ଏହା ବିରାଟ କାୟ ଭୂମି ଉପରେ ରହିଥିଲା । ଗୁଗଲ କ୍ୟାମ୍ପସର ଭିତର ଭାଗଟି ଲ୍ୟାମ୍ପ ଏବଂ ରବର ଭଳି ପଦାର୍ଥରେ ସଜାହୋଇଛି ।