"ଗୁଗଲ ଆଡସେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୯ କ ଧାଡ଼ି:
 
==ଇତିହାସ==
୨୦୦୩ ମସିହାରୁ ଗୁଗଲ ଦ୍ୱାରା ଆରମ୍ଭ ହିଇଥିବା ଏହି ଆଡ଼ସେନ୍ସ ସେବାଟି ପୂର୍ବରୁ କଣ୍ଟେଣ୍ଟ ଟାର୍ଗେଟିଙ୍ଗ ପ୍ରଚାର ନାମରେ ନାମିତ ଥିଲା । ଆଡ଼ସେନ୍ସ ନାମଟି ପ୍ରଥମ କରି ଆଡ଼ସେନ୍ସର ଏକ ବିକଳ୍ପ ଅପ୍ଲାଏଡ଼ ସିମେଣ୍ଟିକ ଦ୍ୱାରା ବ୍ୟବହାର କରାଯାଇଥିଲା । ଗୁଗଲ ଅପ୍ଲାଏଡ଼ ସିମେଣ୍ଟିକକୁ ଅଧିକୃତ କଲାପରେ ନିଜର ପୁରୁଣା ସେବଟିକୁ ଆଡ଼ସେନ୍ସ ନାମରେ ନାମିତ କରିଥିଲା । କିଛି ଦିନପରେ କିଛି ଆଡ଼ସେନ୍ସ ବ୍ୟବହାରକାରୀ ଆଡ଼ସେନ୍ସ ପ୍ରସଙ୍ଗ ବାହାର ବିଜ୍ଞାପନ ଦେଖାଉ ଥିବାର ଅଭିଯୋଗ ଆଣିଥିଲେ । ଏହାର ଫଳ ସ୍ୱରୂପ, ୨୦୦୪ ମସିହାରେ ଗୁଗଲ ପୁରୁଣା ଅସନ୍ତୁଷ୍ଟ ବ୍ୟବହାରକାରୀଙ୍କୁ ଆଡ଼ସେନ୍ସ ସେବାରୁ ବହାରିଯିବାର ଅନୁମତି ପ୍ରଦାନ କରିଥିଲା
 
==ଆଧାର==