"ଗୁଗଲ ଆଡସେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୭ କ ଧାଡ଼ି:
}}
'''ଗୁଗଲ ଆଡ଼ସେନ୍ସ''' ହେଉଛି [[ଗୁଗଲ]]ର ଏକ ସ୍ୱତନ୍ତ୍ର ସେବା ଯାହାକି ଗୁଗଲ ନେଟୱର୍କ ୱେବସାଇଟ ଗୁଡିକରେ ଲେଖା ଏବଂ ଛବି ମାନଙ୍କ ଦ୍ୱାରା ନିଜର ବିଜ୍ଞାପନ ଗୁଡିକୁ ପ୍ରଚାର ଏବଂ ପ୍ରସାର କରିବା ପାଇଁ, ଏହି ସେବା ସହ ସମ୍ପୃକ୍ତ ପ୍ରକାଶକ ମାନଙ୍କୁ ଅନୁମତି ଦେଇଥାଏ । ଏଥିରେ ଦିଆଯାଇଥିବା ବିଷୟ ବସ୍ତୁ ଗୁଡିକୁ ଗୁଗଲ ଦ୍ୱାରା ଯାଞ୍ଚ କରାଯାଇ ଗୁଗଲ ନିଜର ବିଜ୍ଞାପନ ସେବାରେ ଉପଲବ୍ଧ କରାଯାଇଥାଏ । ଆଡ଼ସେନ୍ସ ମୂଖ୍ୟତଃ ପେ ପର କ୍ଲିକ ଏବଂ ପେ ପର ଇଂପ୍ରେସନ ଅନୁସାରେ ଆଡ଼ସେନ୍ସ ପଡିଥିବା ୱେବସାଇଟର ମାଲିକ ମାନଙ୍କୁ ବିଜ୍ଞାପନର ମୂଲ୍ୟ ଦେଇ ଥାଏ ।
 
==ଆଧାର==