"ନାଟ୍ୟ ଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
୫ କ ଧାଡ଼ି:
 
==ଲେଖକ==
ନାଟ୍ୟ ଶାସ୍ତ୍ରର ରଚନା କେବେ ହୋଇଥିଲା, ତାହା ସଠିକ ଭାବେ କହିବା ବହୁତ କଷ୍ଟକର ହେଲେ ମଧ୍ୟ ଅନୁମାନ କରାଯାଏ, ଖ୍ରୀଷ୍ଟପୂର୍ବ ୫୦୦ ରୁ ୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ଲେଖା ହୋଇଥିଲା ଏବଂ ପରବର୍ତ୍ତୀ କାଳରେ, ଧୀରେ ଧୀରେ ଏହାକୁ ବିସ୍ତାର କରାଯାଇଥିଲା । ନାଟ୍ୟ ଶାସ୍ତ୍ରର ପ୍ରକୃତ ରଚୟିତା କିଏ, ତାହା କହିବା ମଧ୍ୟ କଷ୍ଟସାଧ୍ୟ । ହିନ୍ଦୁ ସଂସ୍କୃତି ଋଷି ଭରତଙ୍କୁ ନାଟ୍ୟ ଶାସ୍ତ୍ରର ରଚୟିର ଭାବେ ଆଖ୍ୟାନ ପ୍ରଦାନ କରିଛି । ନାଟ୍ୟସୁତ୍ର ରେ ପାଣିନୀ ଙ୍କ ବିଷୟରେ ଲେଖା ଅଛି। ଯିଏ କି ସଂସ୍କୃତ ବ୍ୟାକରଣ ର ପ୍ରାଥମିକତା ବିଷୟରେ ବର୍ଣ୍ଣନା କରିଛନ୍ତି। ହିନ୍ଦୁ ମନେ କଳା, ବେଦ, ଗୀତା, ଓ ନୃତ୍ୟ ସହିତ ସମ୍ପୃକ୍ତ। ବହୁପୂର୍ବରୁ ସଙ୍ଗୀତ ହିନ୍ଦୁ ସଂସ୍କୃତି ସହିତ ଜଡ଼ିତ।ହିନ୍ଦୁ ସଂସ୍କୃତି ଓ ସଙ୍ଗୀତ ପ୍ରସିଦ୍ଧି ଲାଭ କରିଆସିଛି। ନାଟ୍ୟଶାସ୍ତ୍ର ରେ ସବୁ ଶ୍ଳୋକ ରେ ୩୨ ଟି ବିଷୟ ରହିଛି। ଏଥିରେ ଶିବ ଙ୍କ ତାଣ୍ଡବ,ରାସ,ଭାବ, ଅଭିନୟ କଳା,ସରଳ ନୃତ୍ୟ ଶୈଳୀ, ନୃତ୍ୟ ସମୟ ରେ ତାଳ ଲୟ ଉପରେ ବିସ୍ତୁତ ଭାବେ ବର୍ଣିତ।
 
ନାଟ୍ୟ ଶାସ୍ତ୍ରର ପ୍ରକୃତ ରଚୟିତା କିଏ, ତାହା କହିବା ମଧ୍ୟ କଷ୍ଟସାଧ୍ୟ । ହିନ୍ଦୁ ସଂସ୍କୃତି ଋଷି ଭରତଙ୍କୁ ନାଟ୍ୟ ଶାସ୍ତ୍ରର ରଚୟିର ଭାବେ ଆଖ୍ୟାନ ପ୍ରଦାନ କରିଛି ।
ନାଟ୍ୟସୁତ୍ର ରେ ପାଣିନୀ ଙ୍କ ବିଷୟରେ ଲେଖା ଅଛି। ଯିଏ କି ସଂସ୍କୃତ ବ୍ୟାକରଣ ର ପ୍ରାଥମିକତା ବିଷୟରେ ବର୍ଣ୍ଣନା କରିଛନ୍ତି। ହିନ୍ଦୁ ମନେ କଳା, ବେଦ, ଗୀତା, ଓ ନୃତ୍ୟ ସହିତ ସମ୍ପୃକ୍ତ।
 
ବହୁପୂର୍ବରୁ ସଙ୍ଗୀତ ହିନ୍ଦୁ ସଂସ୍କୃତି ସହିତ ଜଡ଼ିତ।ହିନ୍ଦୁ ସଂସ୍କୃତି ଓ ସଙ୍ଗୀତ ପ୍ରସିଦ୍ଧି ଲାଭ କରିଆସିଛି।
 
ନାଟ୍ୟଶାସ୍ତ୍ର ରେ ସବୁ ଶ୍ଳୋକ ରେ ୩୨ ଟି ବିଷୟ ରହିଛି। ଏଥିରେ ଶିବ ଙ୍କ ତାଣ୍ଡବ,ରାସ,ଭାବ, ଅଭିନୟ କଳା,ସରଳ ନୃତ୍ୟ ଶୈଳୀ, ନୃତ୍ୟ ସମୟ ରେ ତାଳ ଲୟ ଉପରେ ବିସ୍ତୁତ ଭାବେ ବର୍ଣିତ।