"ନାଟ୍ୟ ଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
ନାଟ୍ୟ ଶାସ୍ତ୍ର ହେଉଛି ସଂସ୍କୃତ ରେ ବର୍ଣ୍ଣନା ହୋଇଥିବା କଳା । ଏହାକୁ ଭରତ ମୁନି ଲେଖିଥିଲେ। ଏହା ଖ୍ରୀଷ୍ଟପୂର୍ବ ୨୦୦ ଏଵଂ ୨୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସମାପ୍ତ ହୋଇଥିଲା।ଏଥିରେ କଳା ବିଷୟରେ ବର୍ଣ୍ଣନା କରା ଯାଇଛି। ଏଥିରେ ନାଟ୍ୟ କଳା ପ୍ରତିଯୋଗିତା ଓ କିପରି ମଞ୍ଚ ପରିଚାଳନା କରାଯିବ ସେ ସବୁ ବିଷୟରେ ବର୍ଣ୍ଣିତ।କେମିତି ଅଭିନୟ କରାଯିବ ଅଙ୍ଗଭଙ୍ଗି,ସାଜଶଯ୍ୟା,ପୋଷାକ,ଅଭିନୟ ଓ କଳା ନିର୍ଦେଶକ ଙ୍କ ଲକ୍ଷ୍ୟ,ସଙ୍ଗୀତ ର ଲୟ,ବାଦ୍ୟଯନ୍ତ୍ର, କଳା ଅଭିନୟ ବିଷୟରେ ବର୍ଣ୍ଣିତ।
 
ଏହା ସଂସ୍କୃତ ବିଷୟରେ ଲିଖିତ ପାଠ୍ୟ କ୍ରମ ରେ ସମ୍ପୃକ୍ତ । ଏହି ଶବ୍ଦ ଟି ଦୁଇ ଭାଗ ରେ ବିଭକ୍ତ, ନାଟ୍ୟ ଓ ଶାସ୍ତ୍ର ।ଏହାର ମୂଳ ଶବ୍ଦ ନାଟ୍ୟ ନାଟ । ଏହାର ଅର୍ଥ କଳା କୁ ଉପସ୍ଥାପନ କରିବା । ଏହା କଳା କୁ ଅଭ୍ୟାସ ଓ ଏହାକୁ ଜାଣିବାର ଉନ୍ନତ ପନ୍ଥା।ଏଥୁରେପନ୍ଥା । ଏଥୁରେ ୩୬ଟି ବିଷୟବସ୍ତୁ ରହିଛି । ସେ ସବୁ କଳା,ସଙ୍ଗୀତ,ନାଟକ କଥାବସ୍ତୁ ଉପରେ ଆଧାରିତ ।
 
==ଲେଖକ==
ନାଟ୍ୟ ଶାସ୍ତ୍ରର ରଚନା କେବେ ହୋଇଥିଲା, ତାହା ସଠିକ ଭାବେ କହିବା ବହୁତ କଷ୍ଟକର ହେଲେ ମଧ୍ୟ ଅନୁମାନ କରାଯାଏ, ଖ୍ରୀଷ୍ଟପୂର୍ବ ୫୦୦ ରୁ ୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ଲେଖା ହୋଇଥିଲା ଏବଂ ପରବର୍ତ୍ତୀ କାଳରେ, ଧୀରେ ଧୀରେ ଏହାକୁ ବିସ୍ତାର କରାଯାଇଥିଲା ।
 
ନାଟ୍ୟ ଶାସ୍ତ୍ରର ପ୍ରକୃତ ରଚୟିତା କିଏ, ତାହା କହିବା ମଧ୍ୟ କଷ୍ଟସାଧ୍ୟ । ହିନ୍ଦୁ ସଂସ୍କୃତି ଋଷି ଭରତଙ୍କୁ ନାଟ୍ୟ ଶାସ୍ତ୍ରର ରଚୟିର ଭାବେ ଆଖ୍ୟାନ ପ୍ରଦାନ କରିଛି ।