"ନାଟ୍ୟ ଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ତିଆରି ଚାଲିଛି}}
ନାଟ୍ୟ ଶାସ୍ତ୍ର ହେଉଛି ସଂସ୍କୃତ ରେ ବର୍ଣ୍ଣନା ହୋଇଥିବା କଳା । ଏହାକୁ ଭରତ ମୁନି ଲେଖିଥିଲେ। ଏହା ଖ୍ରୀଷ୍ଟପୂର୍ବ୨୦୦ଖ୍ରୀଷ୍ଟପୂର୍ବ ୨୦୦ ଏଵଂ ୨୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସମାପ୍ତ ହୋଇଥିଲା।ଏଥିରେ କଳା ବିଷୟରେ ବର୍ଣ୍ଣନା କରା ଯାଇଛି। ଏଥିରେ ନାଟ୍ୟ କଳା ପ୍ରତିଯୋଗିତା ଓ କିପରି ମଞ୍ଚ ପରିଚାଳନା କରାଯିବ ସେ ସବୁ ବିଷୟରେ ବର୍ଣ୍ଣିତ।କେମିତି ଅଭିନୟ କରାଯିବ ଅଙ୍ଗଭଙ୍ଗି,ସାଜଶଯ୍ୟା,ପୋଷାକ,ଅଭିନୟ ଓ କଳା ନିର୍ଦେଶକ ଙ୍କ ଲକ୍ଷ୍ୟ,ସଙ୍ଗୀତ ର ଲୟ,ବାଦ୍ୟଯନ୍ତ୍ର, କଳା ଅଭିନୟ ବିଷୟରେ ବର୍ଣ୍ଣିତ।