"ଟେନ୍ସରଫ୍ଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୧ କ ଧାଡ଼ି:
===ଟେନ୍ସରଫ୍ଲୋ===
ଟେନ୍ସରଫ୍ଲୋ ହେଉଛି ଗୁଗଲର ଦ୍ୱିତୀୟ ପିଢ଼ିର ଗାଣିତିକ ବିଧି, ଯାହାକୁ ୯ ନଭେମ୍ବର, ୨୦୧୫ରେ ଏକ ଓପନ ସୋର୍ସ ସଫ୍ଟଓୟାର ଭାବେ ଉନ୍ମୋଚନ କରାଯାଇଥିଲା । ଏହାର ମୁଖ୍ୟ ସଫ୍ଟୱେରଟି ଗୋଟିଏ ମାତ୍ର ଯନ୍ତ୍ରରେ ପରିଚାଳିତ ହେଉଥିବା ବେଳେ, ଟେନ୍ସରଫ୍ଲୋକୁ ଏକାଧିକ ସି.ପି.ୟୁ ଏବଂ ଜି.ପି.ୟୁରେ ବ୍ୟବହାର କରିହେବ । ଟେନ୍ସରଫ୍ଲୋ ଉଭୟ ଲିନକ୍ସ, ମ୍ୟାକ ଓଏସ, ଉଇଣ୍ଡୋଜ, ଆଣ୍ଡ୍ରଏଡ଼ ଏବଂ ଆଇଓଏସରେ ଉପଲବ୍ଧ ହେଉଛି ।
 
===ଟେନ୍ସର ପ୍ରୋସେସିଙ୍ଗ ୟୁନିଟ===
 
==ବିଶେଷତ୍ୱ==