"କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨ କ ଧାଡ଼ି:
 
== ଆଦର୍ଶ ମାନଦଣ୍ଡର କ୍ଷୁଦ୍ରକଣ ସମୂହ ==
ମୌଳିକ କ୍ଷୁଦ୍ରକଣମାନଙ୍କୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସେମାନେ ହେଲେ - '''ଫର୍ମିଓନ୍ଫର୍ମିଅନ୍''' ଏବଂ '''ବୋଜୋନ୍''' ।
 
ଫର୍ମିଓନମାନଙ୍କୁଫର୍ମିଅନମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସେମାନେ ହେଲେ - '''କ୍ଵାର୍କ୍''' ଏବଂ '''ଲେପ୍ଟନ୍''' ।
 
ବୋଜୋନମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସେମାନେ ହେଲେ - '''ଗଜ୍ ବୋଜୋନ୍''' ଏବଂ '''ସ୍କେଲାର୍ ବୋଜୋନ୍''' ।
 
=== ଫର୍ମିଅନ୍ ===
ଏହି ଶ୍ରେଣୀର କ୍ଷୁଦ୍ରକଣ ପଲିଙ୍କ ବହିଷ୍କରଣ ସିଦ୍ଧାନ୍ତ ଅନୁସରଣ କରନ୍ତି । ସମୁଦାୟ ୧୨ଟି ମୌଳିକ କ୍ଷୁଦ୍ରକଣଙ୍କୁ ଫର୍ମିଓନ୍ ଶ୍ରେଣୀଭୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୬ଟି କ୍ଵାର୍କ୍ ଓ ୬ଟି ଲେପ୍ଟନ୍ । ଏହି ସମସ୍ତ କ୍ଷୁଦ୍ରକଣଙ୍କର ନିଜର ଅର୍ଦ୍ଧାବର୍ତ୍ତନ (half spin) ରହିଛି ।  ସମସ୍ତ କ୍ଷୁଦ୍ରକଣର ନିଜର ଏକ ପ୍ରତିବିମ୍ଵ ସ୍ଵରୂପ ବିକ୍ଷୁଦ୍ରକଣ (Anti-Particle) ମଧ୍ୟ ରହିଛି । 
 
==== କ୍ଵାର୍କ୍ ====
କ୍ଵାର୍କ୍ ସାଧାରଣତଃ ୬ ପ୍ରକାରର । ସେମାନେ ହେଲେ u କ୍ଵାର୍କ୍, d କ୍ଵାର୍କ୍, s କ୍ଵାର୍କ୍, c କ୍ଵାର୍କ୍, t କ୍ଵାର୍କ୍ ଓ b କ୍ଵାର୍କ୍ । ଏହି କ୍ଵାର୍କମାନଙ୍କର ୬ଟି ଆଣ୍ଟିକ୍ଵାର୍କ୍ ମଧ୍ୟ ରହିଛନ୍ତି। କ୍ଵାର୍କମାନେ ସମ୍ମିଳିତ ହେବା ଦ୍ଵାରା ଯେଉଁ ଗରିଷ୍ଠ କ୍ଷୁଦ୍ରକଣ ସୃଷ୍ଟି ହୁଏ ତାହାକୁ ହାଡ୍ରନ୍ କୁହନ୍ତି । ହାଡ୍ରନ୍ ମାନଙ୍କ ମଧ୍ୟରେ ପ୍ରୋଟୋନ୍ ଓ ନ୍ୟୁଟ୍ରନ୍ ସବୁଠାରୁ ସ୍ଥାୟୀ। ଏହି ଦୁଇଟି ମିଶି ପରମାଣୁର ନାଭି ବା ନ୍ୟୁକ୍ଳିଅସ୍ ଗଠିତ ହୁଏ । କ୍ଵାର୍କ୍ ମାନଙ୍କ ମଧ୍ୟରେ ଯେଉଁସବୁ ପ୍ରକୃତି ନିହିତ ଥାଏ ସେଗୁଡ଼ିକ ହେଲା – ବୈଦୁତିକ ଚାର୍ଜ୍, ରଙ୍ଗ ଚାର୍ଜ୍, ବସ୍ତୁତ୍ଵ ଓ ଆବର୍ତ୍ତନ । କ୍ଵାର୍କମାନେ ସ୍ଵାଧୀନଭାବରେ ରହିପାରନ୍ତି ନାହିଁ । u କ୍ଵାର୍କ୍ ଓ d କ୍ଵାର୍କର ବସ୍ତୁତ୍ଵ ଅନ୍ୟ ସବୁ କ୍ଵାର୍କମାନଙ୍କଠାରୁ କମ୍; ଆଉ ସେଥିପାଇଁ ସେମାନେ ସବୁଠାରୁ ସ୍ଥାୟୀ । କ୍ଵାର୍କର ବିପଦାର୍ଥକୁ ଆଣ୍ଟିକ୍ଵାର୍କ୍ କୁହାଯାଏ । କ୍ଵାର୍କମାନଙ୍କ ମଧ୍ୟରେ ଶକ୍ତିଶାଳୀ ନାଭିକୀୟ ବଳ ଦେଖାଯାଏ । 
 
==== ଲେପ୍ଟନ୍ ====
ଲେପ୍ଟନ୍ ମଧ୍ୟ ୬ ପ୍ରକାରର ।