"କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪ କ ଧାଡ଼ି:
ମୌଳିକ କ୍ଷୁଦ୍ରକଣମାନଙ୍କୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସେମାନେ ହେଲେ - '''ଫର୍ମିଓନ୍''' ଏବଂ '''ବୋଜୋନ୍''' ।
 
ଫର୍ମିଓନମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସେମାନେ ହେଲେ - '''କ୍ଵାର୍କ୍''' ଏବଂ '''ଲେପ୍ଟୋନ୍ଲେପ୍ଟନ୍''' ।
 
ବୋଜୋନମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସେମାନେ ହେଲେ - '''ଗଜ୍ ବୋଜୋନ୍''' ଏବଂ '''ସ୍କେଲାର୍ ବୋଜୋନ୍''' ।