"ପର୍ଶୁରାମ ମିଶ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ସଂଶୋଧନ: ଆଧାର |
Hellohappy (ଆଲୋଚନା | ଅବଦାନ) ଜୀବନୀ |
||
୧୭ କ ଧାଡ଼ି:
| awards = ପଦ୍ମଶ୍ରୀ
}}
== ଜୀବନୀ ==
ପର୍ଶୁରାମ, ୧୮୯୪ ମସିହାରେ ସମ୍ବଲପୁର ଜିଲ୍ଲାର ବରପାଲି ଅନ୍ତର୍ଗତ ତୁଲଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । [[ରେଭେନ୍ସା ମହାବିଦ୍ୟାଳୟ]]ରେ ଡେମନଷ୍ଟ୍ରେଟର ଭାବରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୨୨ ମସିହାରେ ସେହି ଅନୁଷ୍ଠାନରେ ଉଦ୍ଭିଦବିଜ୍ଞାନ ବିଭାଗର ଅଧ୍ୟାପକ ଓ ପରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ମସିହାରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଥାଇ, ସେ ଅବସର ଗ୍ରହଣ କରିଥିଲେ । ୧୯୫୨ମସିହାରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ୧୯୬୭ମସିହାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପଦବୀମଣ୍ଡନ କରିଥିଲେ । ସେ ଲିଡ୍ସ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରି ପିଏଚଡି ହାସଲ କରିଥିଲେ ।<ref>[http://www.ncbi.nlm.nih.gov/pmc/articles/PMC1265385/pdf/biochemj00992-0112.pdf ଲିଡ୍ସ ବିଶ୍ଵବିଦ୍ୟାଳୟରେ ପଢୁଥିବାବେଳେ ପର୍ଶୁରାମ ମିଶ୍ରଙ୍କ ଦ୍ଵାରା ଲିଖିତ ଏକ ନିବନ୍ଧ]</ref> ମିଶ୍ରଙ୍କ ନାମରେ ଏକ ଶିକ୍ଷାନୁଷ୍ଠାନ ଅଛି ।<ref>{{cite web |url= http://pmiasesambalpur.org/index.htm |title=Dr.PARSHURAM MISHRA INSTITUTE OF ADVANCED STUDTY IN EDUCATION (PMIASE) |work=pmiasesambalpur.org |year=2012 |quote=Dr.P.M.Institute of Advanced Study in Education, Sambalpur has been named after (Late) Padmashree Dr.Parshuram Mishra, a renowned scientist |accessdate=10 June 2012}}</ref> ୧୯୮୧ମସିହା ଅଗଷ୍ଟ ୪ତାରିଖରେ ପର୍ଶୁରାମ ମିଶ୍ରଙ୍କର ପରଲୋକ ଘଟିଥିଲା ।<ref>{{cite news|title=ଆଜି ଶ୍ରାଦ୍ଧବାର୍ଷିକୀ|url=http://www.sambadepaper.com/epapermain.aspx?edcode=10&eddate=8%2f4%2f2017&querypage=3#|accessdate=4 August 2017|newspaper=ସମ୍ବାଦ ୦୪/୦୮/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪}}</ref>
== ପୁରସ୍କାର ଓ ସମ୍ମାନ ==
|