"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୨ କ ଧାଡ଼ି:
'''''କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତି''''': ଯଦି ବଳିଆ ଭାଈ ଏକ ଲେଜର୍ କିରଣ ପୃଥିବୀ ପୃଷ୍ଠରେ ଥିବା ଏକ ଦର୍ପଣ ଆଡକୁ ଛାଡେ ତାକୁ ଲାଗିବ ଯେ ଲେଜର୍ କିରଣଟି ଏକ ସରଳରେଖାରେ ଯାଇ ତା' ପାଖକୁ ଏକ ସରଳରେଖାରେ ଫେରିଛି । କିନ୍ତୁ କାଳିଆ ଭାଈକୁ ଲାଗିବ ଯେ କିରଣଟି V ଆକୃତିର ପଥରେ ଯାଇଛି । ତେଣୁ କାଳିଆ ଭାଈକୁ ଲାଗିବ ଯେ କିରଣଟି ଅପେକ୍ଷାକୃତ ଲମ୍ବା ପଥରେ ଆସିଛି ଓ ଯାଇଛି ମଧ୍ୟ । ଯେହେତୁ ଆଲୋକର ବେଗ ସମସ୍ତଙ୍କ ପାଇଁ ସମାନ, ତେଣୁ ବଳିଆ ଭାଈର ଘଡିରେ କାଳିଆ ଭାଈଠାରୁ କମ୍ ସମୟ ଦେଖାଉଥିବ ।
 
'''<u>୨. ଦୈର୍ଘ୍ୟ ସଙ୍କୁଚିତ ହେବା</u>''' - ଆଲୋକର ବେଗ ସହ ତୁଳନୀୟ ବେଗରେ ଗତି କରୁଥିବା ଏକ ବସ୍ତୁର ଦୈର୍ଘ୍ୟ ଅନ୍ୟ ଜଣେ ଦେଖଣାହାରୀକୁ ସଂକୁଚିତ ହେଲାପରି ଦେଖାଯିବ । ବସ୍ତୁର ବେଗ ଆଲୋକର ବେଗର ଯେତେ ନିକଟବର୍ତ୍ତୀ ହେବ, ବସ୍ତୁର ଦୈର୍ଘ୍ୟ ସେତେ ସଂକୁଚିତ ହେବ ।
'''<u>୨. ଦୈର୍ଘ୍ୟ ସଙ୍କୁଚିତ ହେବା</u>''' -
 
'''''କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତି''''': ଯଦି ବଳିଆ ଭାଈ ନିଜ ଗତିପଥରେ ଥିବା ଓ ତା' ସହିତ ସମାନ ବେଗରେ ଗତି କରୁଥିବା ଅନ୍ୟ ଏକ ଯାନର ଦୂରତା ନିରୂପଣ କରିବା ପାଇଁ ଏକ ଲେଜର୍ କିରଣ ଛାଡେ, ତାକୁ ଲାଗିବ ଯେ ତା'ର ଘଡିରେ ଅତିବାହିତ ସମୟ ଓ ଆଲୋକର ବେଗର ଗୁଣନଫଳ ଦର୍ପଣର ଦୂରତା ସହ ସମାନ । ତା'କୁ ଲାଗିବ ନାହିଁ ଯେ ତା'ର ଯାନର ଆକାରରେ କୌଣସି ପରିବର୍ତ୍ତନ ହୋଇଛି । କିନ୍ତୁ କାଳିଆ ଭାଈ ଦେଖିବ ଯେ ଅଜଣା ଯାନର ଘଡି ବଳିଆ ଭାଈର ଘଡିଠାରୁ ଧିରେ ଚାଲୁଛି । ଯେହେତୁ ଆଲୋକର ବେଗ ବଦଳି ନାହିଁ ତେଣୁ ବଳିଆ ଭାଈ ଓ ଅଜଣା ଯାନ ମଧ୍ୟରେ ଦୂରତା କମ୍ ହୋଇଯାଇଛି । ବଳିଆ ଭାଈର ଯାନ ଗତିପଥ ଦିଗରେ ସଂକୁଚିତ ହେଲାପରି ମଧ୍ୟ ଦିଶିବ ।
 
'''<u>୩. ବସ୍ତୁତ୍ଵ ଶକ୍ତି ସମୀକରଣ</u>''' -