"ସୁନାପିଲା- ଟିକେ ସ୍କୃ ଢିଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
| caption =
| director = ସୁଧାକର ବସନ୍ତ
| producer = [[ବାବୁଶାନ୍]]<ref name="Babushan as Producer"/>, ପ୍ରଶାନ୍ତ ବେହେରା, କେ. ସୁନିଲ କୁମାର ଯାଦବ
| writer = (ସଂଳାପ): ସାରିକା
| screenplay = ସୁଧାକର ବସନ୍ତ
୧୨ କ ଧାଡ଼ି:
| based on =
| narrator =
| starring = [[ବାବୁଶାନ୍]], [[ପପୁ ପମ ପମ]], [[ପିଣ୍ଟୁ ନନ୍ଦ]], ପ୍ରଜ୍ଞା, [[ଶୀତଲ ପାତ୍ର]], [[ଉତ୍ତମ ମହାନ୍ତି]], [[ଅପରାଜିତା ମହାନ୍ତି]], [[ମିହିର ଦାସ]],
| music = [[ଅଭିଜିତ ମଜୁମଦାର]]
| cinematography =
୨୬ କ ଧାଡ଼ି:
}}
 
'''ସୁନାପିଲା- ଟିକେ ସ୍କୃ ଢିଲା''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଗୋଟିଏ ଓଡ଼ିଆ କଥଚିତ୍ର । ଏହି ଚଳଚ୍ଚିତ୍ରଟି ନାୟକ ବାବୁଶାନ ମହାନ୍ତିଙ୍କର ପ୍ରଯୋଜନାରେ ନିର୍ମିତ ହୋଇଥିଲା । ବାବୁଶାନଙ୍କ ପ୍ରଯୋଜନାରେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ବାବୁଶାନ୍‌ଙ୍କ ପ୍ରଯୋଜନା ସଂସ୍ଥା ସ‌ହ ପ୍ରକାଶ ଧୀରଜ ଏଣ୍ଟରଟେନମେଣ୍ଟ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ ।<ref>{{cite news|title=କିଛି ଜଣା, କିଛି ଶୁଣା|url=http://www.samajalive.in/post.php?ref=194&post=%E0%AC%95%E0%AC%9B-%E0%AC%9C%E0%AC%A3-%E0%AC%95%E0%AC%9B-%E0%AC%B6%E0%AC%A3|accessdate=28 July 2017|newspaper=ସମାଜ ଲାଇଭ୍|date=26 March 2017}}</ref> ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଅଭିଜିତ ମଜୁମଦାର]] ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ ଏବଂ ବାପୁ ଗୋସ୍ୱାମୀ । ଚଳଚ୍ଚିତ୍ରଗୁଡ଼ିକର ସଂଳାପ ଲେଖିଥିଲେ [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା]] [[ପଟ୍ଟାମୁଣ୍ଡାଇ]]ର ସାରିକା । ସେ ଏହି ଚଳଚ୍ଚିତ୍ରରେ ପ୍ରଥମ କରି ସଂଳାପ ଲେଖିବା ଆରମ୍ଭ କରିଥିଲେ ।<ref name="SPTSD"/>
 
ବାବୁଶାନ ନିଜେ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ‌ପୁ ପମ ପମ, ପିଣ୍ଟୁ ନନ୍ଦ ଏବଂ ପ୍ରଜ୍ଞା ତାଙ୍କର ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଚାରି ବନ୍ଧୁଙ୍କ କାହାଣୀକୁ ନେଇ ନିର୍ମିତ ହୋଇଥିଲା ।<ref>{{cite news|title=ସୁନାପିଲା ଗ୍ୟାଙ୍ଗ୍|url=http://samajaepaper.in/epaperimages/26022017/26022017-md-sn-8/2522017211813391.jpg|accessdate=28 February 2017|newspaper=[[ସମାଜ]]|date=26 February 2017}}</ref> ଏହି ଚଳଚ୍ଚିତ୍ରରେ ନାୟକ ସବୁକିଛି ଭୁଲିଯାଇ କେବଳ ତା' ସାଙ୍ଗମାନଙ୍କ ସ‌ହ ସମୟ ବିତାଇବାକୁ ଭଲ ପାଉଥାଏ ।<ref name="SPTSD-E"/> [[ଶୀତଲ ପାତ୍ର]], [[ଉତ୍ତମ ମହାନ୍ତି]], [[ଅପରାଜିତା ମହାନ୍ତି]], [[ମିହିର ଦାସ]] ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
୭ ଜୁଲାଇ ୨୦୧୭ରେ ଏହି ଚଳଚ୍ଚିତ୍ରର ଟ୍ରେଲର ୟୁ ଟ୍ୟୁବ୍‌ରେ ମୁକ୍ତିଲାଭ କରିଥିଲା । ଟ୍ରେଲର ମୁକ୍ତିଲାଭ କରିବାର ପାଞ୍ଜଦିନ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ଏହାକୁ ଦେଖିଥିଲେ । ଏଥିସ‌ହ ପ୍ରଯୋଜନା ସଂସ୍ଥା ପକ୍ଷରୁ ଟୁଇଟରରେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଟ୍ରେଣ୍ଡ କରାଯାଇଥିଲା ।<ref name="‘ସୁନାପିଲା ଟିକେ ସ୍କୃ ଢିଲା’ର ଟ୍ରେଲର୍‌ ୟୁ-ଟ୍ୟୁବ୍‌ରେ ରିଲିଜ୍‌">{{cite news|title=‘ସୁନାପିଲା ଟିକେ ସ୍କୃ ଢିଲା’ର ଟ୍ରେଲର୍‌ ୟୁ-ଟ୍ୟୁବ୍‌ରେ ରିଲିଜ୍‌|url=http://sambad.in/news/entertainment/65331.html|accessdate=28 July 2017|newspaper=ସମ୍ବାଦ|date=16 July 2017}}</ref>
 
==ଅଭିନୟ==