"ଟାର୍ଗେଟ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଟାର୍ଗେଟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ ଚଲଚ୍ଚିତ୍ରର ଜଣାଶୁଣା ଅଭିନେତା [[ମିହିର ଦାସ]]ଙ୍କ ପୁଅ [[ଅମ୍ଳାନ]] ଏହି ଚଳଚ୍ଚିତ୍ର ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ନାୟକ ଭୂମିକାରେ ପାଦ ରଖିଥିଲେ ।<ref name=target>{{cite web|title=Target oriya movie mahurat|url=http://incredibleorissa.com/oriyafilms/target-oriya-movie-mahurat/|publisher=Incredible Odisha|accessdate=23 August 2016}}</ref> ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] । [[ଅଭିଜିତ ମଜୁମଦାର]] ଏବଂ [[ରବି ନାରାୟଣ ନନ୍ଦ]] ଉଭୟ ସଂଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପ୍ରଥମ ଥର ପାଇଁ [[ଅପରାଜିତା ମହାନ୍ତି]] ଏବଂ [[ମହେଶ୍ୱତାମହାଶ୍ୱେତା ରାୟ]] ଏକା ସଙ୍ଗରେ ଗୋଟିଏ ଚଳଚ୍ଚିତ୍ରରେ କାମ କରଥିଲେ ।<ref name=target></ref> ମାଆ ତାରିଣୀ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।<ref>{{cite news|title=Amlan’s debut released allover odisha|url=http://odialive.com/amlans-debut-released-allover-odisha/|accessdate=23 August 2016|newspaper=Odia Live|date=12 April 2013}}</ref>
 
{{Infobox film
୧୪ କ ଧାଡ଼ି:
| based on =
| narrator =
| starring = [[ଝିଲିକ୍ ଭଟ୍ଟାଚାର୍ଯ୍ୟ]], [[ଅମ୍ଳାନ]], [[ମିହିର ଦାସ]], [[ମୀନକେତନ]], [[ନମ୍ରତା ଦାସ]], [[ଅପରାଜିତା ମହାନ୍ତି]], [[ପିଙ୍କି ପ୍ରଧାନ]], [[ମହେଶ୍ୱତାମହାଶ୍ୱେତା ରାୟ]]
| music = [[ଅଭିଜିତ ମଜୁମଦାର]], [[ରବି ନାରାୟଣ ନନ୍ଦ]]
| cinematography = [[ରବିନ୍ଦ୍ର ବେହେରା]]
୨୯ କ ଧାଡ଼ି:
 
==ଅଭିନୟ==
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ [[ଓଡ଼ିଆ କଥାଚିତ୍ର ଜଗତ]]ର ଦୁଇ ଜଣାଶୁଣା ଅଭିନେତ୍ରୀ [[ଅପରାଜିତା ମହାନ୍ତି]] ଏବଂ [[ମହେଶ୍ୱତାମହାଶ୍ୱେତା ରାୟ]] ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ [[ଅମ୍ଳାନ]] ଏବଂ ଝିଲିକ୍ ଓଡ଼ିଆ ଚଳଚ୍ଚିତ୍ର ଜଗରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।
 
'''ଟାର୍ଗେଟ''' ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
୪୧ କ ଧାଡ଼ି:
*[[ଅପରାଜିତା ମହାନ୍ତି]]- ବିବେକର ମାଆ
*[[ପିଙ୍କି ପ୍ରଧାନ]]- ଏସ୍.ପି.
*[[ମହେଶ୍ୱତାମହାଶ୍ୱେତା ରାୟ]]
 
==ଗୀତ ଓ ସଙ୍ଗୀତ==
"https://or.wikipedia.org/wiki/ଟାର୍ଗେଟ୍"ରୁ ଅଣାଯାଇଅଛି