"ପୋଭିଡନ-ଆୟୋଡିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Subas Chandra Rout ପୃଷ୍ଠାଟିକୁ ପୋଭିଡନ ଆୟୋଡିନରୁ ପୋଭିଡନ-ଆୟୋଡିନକୁ ଘୁଞ୍ଚାଇଲେ: ସଠିକ ନାମ ଦିଆଗଲା
ଟିକେNo edit summary
୫୧ କ ଧାଡ଼ି:
}}
<!-- Definition and use -->
'''ପୋଭିଡନ -ଆୟୋଡିନ''' (ଇଂରାଜୀ ଭାଷାରେ '''Povidone-iodine''' ବା '''PVP-I''', ଅନ୍ୟ ନାମ '''ଆୟୋଡୋପୋଭିଡନ'''/ '''iodopovidone'''), ଏକ ଆଣ୍ଟିସେପ୍ଟିକ ([[:en:antiseptic|antiseptic]]) ଯାହା [[ଅପରେଶନ]] ([[:en:surgery|surgery]]) ପୂର୍ବରୁ ଓ ପରେ [[ଚର୍ମ ଡିସଇନଫେକସନ]] ([[:en:skin disinfection|skin disinfection]]) ନିମନ୍ତେ ବ୍ୟବ‌ହାର କରାଯାଏ । <ref name=WHO2008>{{cite book|title=WHO Model Formulary 2008|date=2009|publisher=World Health Organization|isbn=9789241547659|pages=321–323|url=http://apps.who.int/medicinedocs/documents/s16879e/s16879e.pdf|accessdate= 8 January 2017}}</ref><ref name=BNF69/> ଉଭୟ ରୋଗୀ ଓ ଚିକିତ୍ସକ ନିଜର ଚର୍ମ ଡିସଇନଫେକସନ ନିମନ୍ତେ ବ୍ୟବ‌ହାର କରିପାରିବେ ।<!--<ref name=BNF69/> --> ଛୋଟ ଛୋଟ [[ଆଘାତ]]ରେ ([[:en:wounds|wounds]]) ମଧ୍ୟ ଏହା ଦିଆଯାଏ ।<!--<ref name=BNF69/> --> ପାଉଡର ବା ତରଳ ପଦାର୍ଥ ଆକାରରେ ଏହା ବ୍ୟବ‌ହାର କରାଯାଇପାରିବ ।<ref name=BNF69/>
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->