"ଟ୍ୟୁବରକୁଲିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଔଷଧ using HotCat
ଅଧିକ ତ‌ଥ୍ୟ ଦିଆଗଲା
୪୭ କ ଧାଡ଼ି:
ଟ୍ୟୁବରକୁଲିନ ଇଞ୍ଜେକସନ ଦେଇଥିବା ସ୍ଥାନ ଲାଲ ଦେଖାଯାଏ, ଗଲୁ କରେ ଓ ଯନ୍ତ୍ରଣା ହୋଇପାରେ ।<!-- <ref name=AHFS2017/> --> [[ଆଲର୍ଜି ପ୍ରତିକ୍ରିୟା]] ବେଳେ ବେଳେ ଦେଖାଯାଏ ।<ref name=AHFS2017/>
ପୂର୍ବରୁ [[ବିସିଜି ଟିକା]] ନେଇଥିବା ଲୋକର ଓ ଅନ୍ୟ ମାଇକୋବ୍ୟାକ୍ଟେରିଆ ସଂକ୍ରମଣ ହୋଇଥିଲେ ଏହି ଟ୍ୟୁବରକୁଲିନ ପରୀକ୍ଷାରେ ମିଛ ଯୁକ୍ତାତ୍ମକ ଫଳ ବା ଫଲ୍ସ ପଜିଟିଭ ଫଳ ଦେଖାଯାଇପାରେ ।<!-- <ref name=CDC2017/> --> ସଂକ୍ରମଣର ୧୦ ସପ୍ତାହ ମଧ୍ୟରେ, ୬ମାସରୁ କମ ବୟସରେ ଓ ଅନେକ ବର୍ଷ ଧରି ସଂକ୍ରମିତ ହେଉଥିବା ଲୋକଙ୍କର ମିଛ ବିଯୁକ୍ତାତ୍ମକ ବା ଫଲ୍ସ ନେଗେଟିଭ ଫଳ ବାହାରିପାରେ ।<!-- <ref name=CDC2017/> --> [[ଗର୍ଭାବସ୍ଥା]]ରେ ଏହା ନିରାପଦ ରହେ ।<ref name=CDC2017/> ମାଇକୋବ୍ୟାକ୍ଟେରିଅମ ଟ୍ୟୁବରକୁଲୋସିସ (''[[:en:Mycobacterium tuberculosis|Mycobacterium tuberculosis]]'') ଏକ୍ସଟ୍ରାକ୍ଟରୁ ଏହି ଟ୍ୟୁବରକୁଲିନ ପ୍ରସ୍ତୁତ କରାଯାଏ ।<ref name=AHFS2017/>
 
<!-- ଇତିହାସ, ସମାଜ ଓ ସଂସ୍କୃତି -->
ସନ ୧୮୯୦ରେ [[ରବର୍ଟ କ‌କ୍]] ଟ୍ୟୁବରକ୍ୟୁଲିନ ଆବିଷ୍କାର କରିଥିଲେ । <ref>{{cite book|last1=Evans|first1=Alfred S.|title=Bacterial Infections of Humans: Epidemiology and Control|date=2013|publisher=Springer|isbn=9781475711400|page=605|url=https://books.google.ca/books?id=gEOEBwAAQBAJ&pg=PA605|language=en}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO19th>{{cite web|title=WHO Model List of Essential Medicines (19th List)|url=http://www.who.int/medicines/publications/essentialmedicines/EML_2015_FINAL_amended_NOV2015.pdf?ua=1|work=World Health Organization|accessdate=8 December 2016|date=April 2015}}</ref> [[ବିକାଶଶୀଳ ଦେଶ]]ମାନଙ୍କରେ ([[:en:developing world|developing world]]) ଏହି ଔଷଧର ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୨ ଆମେରିକୀୟ ଡଲାର ।<ref name=ERC2014>{{cite web|title=Tuberculin|url=http://erc.msh.org/dmpguide/resultsdetail.cfm?language=english&code=PPD5I&s_year=2014&year=2014&str=5%20IU&desc=Tuberculin&pack=new&frm=VIAL&rte=INJ&class_code2=19%2E1%2E&supplement=&class_name=%2819%2E1%2E%29Diagnostic%20agents%3Cbr%3E|website=International Drug Price Indicator Guide|accessdate=8 December 2016}}</ref> ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । <ref name=Ric2015>{{cite book|last1=Hamilton|first1=Richart|title=Tarascon Pocket Pharmacopoeia 2015 Deluxe Lab-Coat Edition|date=2015|publisher=Jones & Bartlett Learning|isbn=9781284057560|page=323}}</ref>
 
== ଆଧାର ==