"ମୀନକେତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପରଲୋକ
No edit summary
(ପରଲୋକ)
| birth_date = ସେପ୍ଟେମ୍ବର ୬
| birth_place = [[କେନ୍ଦ୍ରାପଡ଼ା]], [[ଓଡ଼ିଶା]], [[ଭାରତ]]
| death_date = {{death date |2017|06|30}}
| death_place = [[ଭୁବନେଶ୍ୱର]]
| death_cause = ଅଗ୍ନାଶହ କର୍କଟ
| birth_name =
| occupation = ଅଭିନେତା ([[ଓଡ଼ିଆ ସିନେମା ଜଗତ|ଓଡ଼ିଆ]])
}}
 
'''ମୀନ‌କେତନ''' [[ଓଡ଼ିଆ କଥାଚିତ୍ର ଜଗତ]]ର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଛନ୍ତିକରିଥିଲେ । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଛନ୍ତିକରିଥିଲେ
[[File:Minaketan Das Odia actor.jpg|thumb]]
 
==କଥାଚିତ୍ର ଜୀବନ==
ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଆସିଛନ୍ତିକରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତିକରିଥିଲେ । ୧୯୯୮ ରେ ମୁକ୍ତିଲାଭ କରିଥିବା [[ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର)]] ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା ।<ref>{{cite news|first=Prachitara|title=Being ‘evil’ in films brings out the ‘good’ in an actor: Minaketan|url=http://www.odishanews360.com/Odisha/details?mallId=3&jobId=10345&type=ENTERTAINMENT|accessdate=22 August 2016|newspaper=Odisha News 360|date=12 August 2016}}</ref> ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ୍ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନ‌କେତନଙ୍କର ପରଲୋକ ଘଟିଥିଲା ।<ref>http://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/</ref>
 
==ଅଭିନୀତ କଥାଚିତ୍ର==
୬,୪୮୬

ଗୋଟି ସମ୍ପାଦନା