"କ୍ୟାଟ୍ରିନା କୈଫ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୭ କ ଧାଡ଼ି:
ହଂକଂଙ୍ଗ ରେ ତାଙ୍କ ଜନ୍ମ, କୈଫ୍ ଓ ତାଙ୍କ ପରିବାର ଲଣ୍ଡନ ଯିବା ପୂର୍ବରୁ ଅନେକ ଦେଶରେ ରହି ସାରିଥିଲେ।ତରୁଣୀ ଥିବା ଅବସ୍ଥାରେ ସେ ପ୍ରଥମେ ମଡେଲିଂ ରେ ପାଦ ଦେଇଥିଲେ ଓ ପରେ ସେ ଏଥିରେ ନିଜର ଭବିଷ୍ୟତ ଗଢିଥିଲେ। ଲଣ୍ଡନ ର ଏକ ଫ୍ୟାସନ୍ ସୋ' ରେ ଚ୍ଚଳଚିତ୍ର ପ୍ରଯୋଜକ [[କାଇଜାଡ୍ ଗଷ୍ଟାଡ୍]] କୈଫ୍‌ଙ୍କୁ ଦେଖି ତାଙ୍କୁ [[ବୁମ୍]]([[୨୦୦୩]]) ଚ୍ଚଳଚିତ୍ରରେ ଏକ ଚରିତ୍ର ଦେବା ପାଇଁ ନିଷ୍ପତ୍ତି ନେଲେ।କିନ୍ତୁ ଏହି ଚ୍ଚଳଚିତ୍ର ଆର୍ଥିକ କ୍ଷେତ୍ରରେ ଅସଫଳ ହୋଇଥିଲା।ଭାରତରେ ଚ୍ଚଳଚିତ୍ର କରୁଥିବା ସମୟରେ, ମଡେଲିଂ କରି ଏକ ସଫଳ ମଡେଲ୍ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।କ୍ୟାଟ୍ରିନା ଭଲରେ ହିନ୍ଦୀ କହିପାରୁନଥିବାରୁ ଚ୍ଚଳଚିତ୍ର ପ୍ରଯୋଜକମାନେ ତାଙ୍କ ପ୍ରତି ଦ୍ୱିଧାଗ୍ରସ୍ତ ହୋଇଥିଲେ। ତେଲୁଗୁ ଚ୍ଚଳଚିତ୍ର [[ମାଲିଶ୍ୱରୀ]] ([[୨୦୦୪]]) ରେ ଅଭିନୟ କରିସାରିବା ପରେ ସେ ବଲିଉଡ୍‌ରେ କିଛି ରୋମାଞ୍ଚକ ଚ୍ଚଳଚିତ୍ର [["ମୈନେ ପ୍ୟାର୍ କ୍ୟୁଁ କିୟା"]] (୨୦୦୫), [["ନମସ୍ତେ ଲଣ୍ଡନ୍"]] (୨୦୦୭) କରି ଆର୍ଥିକ ସଫଳତା ଅର୍ଜନ କରିଥିଲେ।
 
୨୦୦୯ ମସିହାରେ ଚ୍ଚଳଚିତ୍ର [[ନ୍ୟୁୟର୍କ]] ରେ କ୍ୟାଟ୍ରିନାଙ୍କ ଅଭିନୟ ବେଶ୍ ଭଲ ଥିଲା ତେଣୁ ସେ [[ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ୍ ଆକଟ୍ରେସ୍]] ପାଇଁ ମନୋନୀତ ହୋଇଥିଲେ। [[ଅଜବ ପ୍ରେମ୍ କି ଗଜବ୍ କାହାନୀ]] (୨୦୦୯), [[ରାଜ୍‌ନୀତି]] (୨୦୧୦), [[ଜିନ୍ଦେଗୀ ନା ମିଲେଗି ଦୋ ବାରା]] (୨୦୧୧) ରେ ସେ ଅଭିନୟ କରିବା ପରେ [[ମେରେ ବ୍ରଦର୍ କି ଦୁଲ୍‌ହନ୍]] (୨୦୧୩) ପାଇଁ ଦ୍ୱିତୀୟ ଥର ପାଇଁ ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ୍ ଆକଟ୍ରେସ୍ ପାଇଁ କ୍ୟାଟ୍ରିନା ମନୋନୀତ ହୋଇଥିଲେ।
 
== ଟୀକା ==