"ଆୟୋହେକ୍ସୋଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଔଷଧ using HotCat
ଅଧିକ ତ‌ଥ୍ୟ ଦିଆଗଲା
୪୮ କ ଧାଡ଼ି:
<!-- Definition and medical uses -->
'''ଆୟୋହେକ୍ସୋଲ''' (ଇଂରାଜୀ ଭାଷାରେ '''Iohexol''', ବିକ୍ରୟ ନାମ '''ଓମ୍‌ନିପେକ'''/'''Omnipaque''') ଏକ ରେଡିଓ କଣ୍ଟ୍ରାସ୍ଟ ଏଜେଣ୍ଟ ([[:en:radiocontrast|contrast agent]]) ଯାହା କେତେକ [[ରଞ୍ଜନରଶ୍ମୀ]] ନିମନ୍ତେ ବ୍ୟବ‌ହାର କରାଯାଏ ।<!-- <ref name=WHO2008/> --> [[ଆଞ୍ଜିଓଗ୍ରାଫି|ଧମନୀ]] ([[:en:angiography|arteries]]), [[ଭେନୋଗ୍ରାଫି|ଶିରା]] ([[:en:venography|veins]]), [[ସେରେବ୍ରାଲ ଭେଣ୍ଟ୍ରିକୁଲୋଗ୍ରାଫି|ମସ୍ତିଷ୍କର ଭେଣ୍ଟ୍ରିକ୍ଲ]] ([[:en:Cerebral ventriculography|ventricles of the brain]]), [[ୟୁରୋଗ୍ରାଫି|ମୂତ୍ର ପ୍ରଣାଳୀ]] ([[:en:urography|urinary system]]) ଓ [[ଆର୍ଥ୍ରୋସ୍କୋପି|ଗଣ୍ଠି]]ମାନଙ୍କର ([[:en:arthroscopy|joints]]) ଅବସ୍ଥା ଦେଖିବାକୁ ଓ କମ୍ପ୍ୟୁଟର ଟୋମୋଗ୍ରାଫି ([[:en:computer tomography|computer tomography]] ବା CT scan) କଲାବେଳେ ଏହା ବ୍ୟବ‌ହାର କରାଯାଏ ।<ref name=WHO2008/> ଏହା ପାଟିରେ [[ଶିରାଭ୍ୟନ୍ତରରେ]] ([[:en:intravenous|injection into a vein]]) ଓ ଦେହର ବିଭିନ୍ନ କୋଟର ବା କ୍ୟାଭିଟି ଭିତରେ ଦିଆଯାଏ ।<ref name=Ric2015/>
 
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ପାର୍ଶ୍ୱ ପ୍ରତିକ୍ରିୟାରେ [[ବାନ୍ତି]] [[:en:vomiting|vomiting]], ଲାଲ ଚମ [[:en:skin flushing|skin flushing]], ମୁଣ୍ଡବଥା, ଗଲୁ, ବୃକ୍‌କ ସମସ୍ୟା ([[:en:kidney problems|kidney problems]]) ଓ ନିମ୍ନ ରକ୍ତଚାପ ([[:en:low blood pressure|low blood pressure]]) ଇତ୍ୟାଦି ଦେଖାଯାଇପାରେ ।<!-- <ref name=WHO2008/> --> [[ଆଲର୍ଜି ପ୍ରତିକ୍ରିୟା]] ([[:en:allergic reactions|allergic reactions]]) ବା [[ବାତ]] ([[:en:seizures|seizures]]) ହୋଇପାରେ ।<!-- <ref name=WHO2008/> --> [[ଆୟୋଡିନ ଆଲର୍ଜି]]ଥିବା ([[:en:iodine allergy|iodine allergy]]) ଲୋକ‌କୁ ଏହା ଦିଆଯାଏନାହିଁ ।<ref name=WHO2008/> [[ଗର୍ଭାବସ୍ଥା]]ର ଶେଷ ଭାଗରେ ଦେଲେ ଶିଶୁର [[ହାଇପୋଥାଇରଏଡିଜ୍ମ]] ହୋଇପାରେ ।<ref>{{cite book|last1=Briggs|first1=Gerald G.|last2=Freeman|first2=Roger K.|last3=Yaffe|first3=Sumner J.|title=Drugs in Pregnancy and Lactation: A Reference Guide to Fetal and Neonatal Risk|date=2011|publisher=Lippincott Williams & Wilkins|isbn=9781608317080|page=761|url=https://books.google.ca/books?id=OIgTE4aynrMC&pg=PA761|language=en}}</ref> ଆୟୋହେକ୍ସୋଲ ଏକ [[ଆୟୋଡିନେଟେଡ ନନ-ଆୟୋନିକ ରେଡିଓକଣ୍ଟ୍ରସ୍ଟ ଏଜେଣ୍ଟ]] ([[:en:iodinated non-ionic radiocontrast agent|iodinated non-ionic radiocontrast agent]]) ।<ref name=WHO2008>{{cite book|title=WHO Model Formulary 2008|date=2009|publisher=World Health Organization|isbn=9789241547659|page=317-318|url=http://apps.who.int/medicinedocs/documents/s16879e/s16879e.pdf|accessdate= 8 December 2016}}</ref> ଏହା ନିମ୍ନ [[ଅସ୍‌ମୋଲାର]] ([[:en:osmolar|osmolar]]) ଶ୍ରେଣୀର ଏକ ଔଷଧ ।<ref>{{cite book|last1=Sutton|first1=David|last2=Young|first2=Jeremy W. R.|title=A Short Textbook of Clinical Imaging|date=2012|publisher=Springer Science & Business Media|isbn=9781447117551|page=235|url=https://books.google.ca/books?id=muflBwAAQBAJ&pg=PA235|language=en}}</ref>
 
== ଆଧାର ==