"ରାମନାଥ କୋବିନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଭାରତୀୟ ରାଜନୀତିଜ୍ଞ
Content deleted Content added
"{{current}} {{Infobox Indian politician |name = ରାମ ନାଥ କୋଵିନ୍ଦ ( Ram Nath Kovind )<br>रा..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୦:୧୯, ୧୯ ଜୁନ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ରାମ ନାଥ କୋଵିନ୍ଦ[୧][୨] (ଜନ୍ମ ୧ ଅକ୍ଟୋବର ୧୯୪୫) ବର୍ତ୍ତମାନର ବିହାର ରାଜ୍ୟପାଳ ଅଟନ୍ତି ଏବଂ ଏନଡିଏ ତରଫରୁ ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇଛନ୍ତି ।[୩][୪] Kovind is a Dalit leader[୫][୬][୭]and a politician from the Bharatiya Janata Party-BJP.[୮][୯] ଉତ୍ତରପ୍ରଦେଶରୁ ଦୁଇ ପାଳି ୧୯୯୪-୨୦୦୦ ଓ ୨୦୦୦-୨୦୦୬ ସମୟ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବୃତ୍ତିରେ ସେ ଜଣେ ଓକିଲ ହୋଇ ଦିଲ୍ଲୀରେ ଆଇନ ଅଭ୍ୟାସ କରୁଥିଲେ ।[୧୦][୧୧]

ରାମ ନାଥ କୋଵିନ୍ଦ ( Ram Nath Kovind )
राम नाथ कोविंद
ଫାଇଲ:RamNathKovind.jpg
ବିହାର ସରକାର
Assumed office
୧୬ ଅଗଷ୍ଟ ୨୦୧୫
ପୂର୍ବ ଅଧିକାରୀକେଶରୀ ନାଥ ତ୍ରିପାଠୀ
ସାଂସଦ
କାର୍ଯ୍ୟକାଳ
୩ ଏପ୍ରିଲ ୧୯୯୪ - ୨ ଏପ୍ରିଲ ୨୦୦୬
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-10-01) ୧ ଅକ୍ଟୋବର ୧୯୪୫ (ବୟସ ୭୮)
ଗ୍ରାମ ପରୌଖ, ଡେରାପୁର, ଯୁଗ୍ମ ପ୍ରଦେଶ (ଏବେ କାନପୁର ଦେହାତ, ଉତ୍ତର ପ୍ରଦେଶ)
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସବିତା କୋଵିନ୍ଦ (ବିବାହ. ୧୯୭୪)
ବାପା/ବୋଉମାଇକୁ ଲାଲ (ପିତା)
କଳାବତୀ (ମାତା)
ଶିକ୍ଷାନୁଷ୍ଠାନକାନପୁର ବିଶ୍ୱବିଦ୍ୟାଳୟ
ପେଷାଓକିଲ

୨୦୧୭ ମସିହା ଜୁଲାଇ ୧୭ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୧୯, ୨୦୧୭ରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । [୧୨]

ପୂର୍ବରୁ (୧୯୯୮-୨୦୦୨) ସେ ବିଜେପି ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ, ଅଖିଳ ଭାରତୀୟ କୋଲି ସମାଜର ଅଧ୍ୟକ୍ଷ ରହିଥିଲେ । [୧୩] ସେ ମଧ୍ୟ ବିଜେପି ଦଳୀୟ ପ୍ରବକ୍ତା ଥିଲେ । ୮ ଅଗଷ୍ଟ ୨୦୧୫ରେ ରାଷ୍ଟ୍ରପତିଙ୍କ ଦ୍ବାରା ବିହାରର ରାଜ୍ୟପାଳ ଭାବେ ଅବସ୍ଥାପିତ ହୋଇଥିଲେ ।[୧୪] ହରିଦ୍ୱାର ଗଙ୍ଗା ତଟରେ କୁଷ୍ଠ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗ ସଂସ୍ଥା ଦିଵ୍ୟ ପ୍ରେମ ସେବା ମିଶନର ଆଜୀବନ ସଂରକ୍ଷକ ଅଟନ୍ତି ।

ରାମନାଥ କୋଵିନ୍ଦ କାନପୁର ମହାବିଦ୍ୟାଳୟରୁ ସ୍ନାତକ ଶେଷକରି ସାଧାରଣ ପ୍ରଶାସନିକ ସେବା ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲିଯାଇଥିଲେ । ଉତ୍ତୀର୍ଣ୍ଣ ହେବାପାଇଁ ଦୁଇଥର ଚେଷ୍ଟାକରି ଅସଫଳ ହେବାପରେ ତୃତୀୟ ଥର ସଫଳ ହୋଇଥିଲେ । କିନ୍ତୁ ପ୍ରଶାସନିକ ସେବାରେ ଯୋଗ ନଦେଇ ଆଇନ ଅଭ୍ୟାସ ପାଇଁ ମନବଳାଇଲେ ।[୧୫]

ସେ ଦିଲ୍ଲୀ ନ୍ୟାୟାଲ କେନ୍ଦ୍ରସରକାରଙ୍କ ଦ୍ୱାରା ନିଯୁକ୍ତ ଓକିଲ (୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ) ଓ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ ପରାମର୍ଶ ଓକିଲ (୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ) ରହିଥିଲେ । ୧୯୭୮ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ଆଡ଼ବୋକେଟ-ଅନ-ରେକର୍ଡ଼ ହୋଇଥିଲେ । ୧୯୯୩ ମସିହା ସୁଦ୍ଧା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟରେ ୧୬ ବର୍ଷର ଅଭିଜ୍ଞନ୍ତା ପାଇଥିଲେ ।ଦିଲ୍ଲୀ ବାର କାଉନସିଲ ଅଧୀନରେ ୧୯୭୧ ମସିହାରେ ପଞ୍ଜିଭୂତ ହୋଇଥିଲେ ।

ଆଦ୍ୟ ଜୀବନ

ସେ ଅକ୍ଟୋବର ୧, ୧୯୪୫ରେ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] His father was a farmer.[୧୬]

 
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପାଟଣା ଉଚ୍ଚ ନ୍ୟାୟାଳୟ, ବିହାରର ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ
 

କାନପୁର ନଗର ବିଏନଏସଡି ରେ ଇଣ୍ଟରମିଡ଼ିଏଟ, ଡିଏଵି କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଡିଏଵି ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ ।[୧୭]

ଆଧାର

  1. Rashid, Omar. "Support Ram Nath Kovind, Yogi appeals to opposition". The Hindu (in ଇଂରାଜୀ). Retrieved 2017-06-19.
  2. ୨.୦ ୨.୧ "Who is Ram Nath Kovind?". The Hindu. {{cite news}}: Cite has empty unknown parameter: |dead-url= (help)
  3. Desk, The Hindu Net. "Bihar Governor Ram Nath Kovind is NDA nominee for post of President". The Hindu (in ଇଂରାଜୀ). Retrieved 2017-06-19.
  4. "Presidential Election 2017 LIVE: Bihar governor Ram Nath Kovind is the NDA candidate, says Amit Shah". Firstpost (in ଆମେରିକୀୟ ଇଂରାଜୀ). 2017-06-19. Retrieved 2017-06-19.
  5. "BJP picks Bihar governor and Dalit leader Ram Nath Kovind as presidential candidate, Modi dials Sonia". http://www.hindustantimes.com/ (in ଇଂରାଜୀ). 2017-06-19. Retrieved 2017-06-19. {{cite news}}: External link in |work= (help)
  6. "Bihar Governor, Dalit leader Ram Nath Kovind NDA's prez candidate: Shah". http://www.deccanchronicle.com/ (in ଇଂରାଜୀ). 2017-06-19. Retrieved 2017-06-19. {{cite news}}: External link in |work= (help)
  7. "Dalit leader Ram Nath Kovind is NDA presidential candidate". theweek.in. Retrieved 2017-06-19.
  8. "BJP appoints Dalit governor eyeing backward votes as Owaisi hints at jumping into Bihar fray to woo Muslims".
  9. "Raj Bhavan for man who shunned TV".
  10. "Alphabetical List Of Former Members Of Rajya Sabha Since 1952".
  11. "Advocate Ram Nath Kovind".
  12. "Presidential candidate".
  13. "Enact tougher laws to prevent crimes against dalits". The Hindu.
  14. PTI (8 August 2015). "Ram Nath Kovind, Acharya Dev Vrat appointed as Bihar and Himachal Pradesh governors" – via The Economic Times.
  15. PTI (19 June 2017). "Ram Nath Kovind who once rejected to join civil service for not getting IAS is now NDA's Presidential candidate" – via The Economic Times.
  16. "Who Is Ram Nath Kovind, Likely To Be Next President". NDTV.com. Retrieved 2017-06-19.
  17. https://hindi.oneindia.com/amphtml/news/india/who-is-ram-nath-kovind-whose-name-is-suggested-bjp-as-candidate-of-president-411784.html