"କ୍ରାନ୍ତିରେଖା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୦ କ ଧାଡ଼ି:
[[file:Kota Kinabalu by Dale Preston.jpg|thumb|250px|କ୍ରାନ୍ତିରେଖାରେ ସୂର୍ଯ୍ୟାସ୍ତ]]
 
ସାଧାରଣ ଜନମତ ଏହା ଅଟେକି କ୍ରାନ୍ତିରେଖା ଏକ ଗରମ ଅଞ୍ଚଳ ଅଟେ ଯେଉଁଠାରେ ସର୍ବଦା ବର୍ଷା ହୋଇଥାଏ ଏବଂ ସବୁଜିଆ ହୋଇଥାଏ କିନ୍ତୁ ବାସ୍ତବରେ ଏପରି ହୋଇନଥାଏ ।ଏଠାରେ ଏପରି ବହୁ ସ୍ଥାନ ରହିଛି ଯେଉଁଠାରେ ହାଲୁକା ମୌସମୀରେ ଅନୁଭବ କରାଯାଏ । ବର୍ଷର ଆରମ୍ଭରୁ ପ୍ରାୟତଃ ଅଧିକତମ ବର୍ଷା ହୋଇଥାଏ ।<ref>{{cite web|title=Glossary of Meteorology|year=2009|url= http://amsglossary.allenpress.com/glossary/search?id=rainy-season1 |publisher= American Meteorological Society|accessdate= २८/०९/२०१२}}</ref> ଏହାକୁ ପର୍ଯ୍ୟଟନ କ୍ଷେତ୍ର ରୂପେ ବଢାଇବା ପାଇଁ '''ହରିତ ଋତୁ'''ର ନାମ ଦିଆଯାଇଥାଏ ।<ref>{{cite web|title=Costa Rica Guide|year= 2005|url= http://costa-rica-guide.com/when.htm|publisher= ToucanGuides| accessdate= २८/०९/२०१२}}</ref> ସାଧାରଣତଃ ଉଷ୍ମ ଅଞ୍ଚଳ ପୁରା ଉଷ୍ମ ଏବଂ ଉପ-ଉଷ୍ମ କଟିବନ୍ଧ ରେ ଖେଳିହୋଇ ରହିଛି । <ref>{{cite web|last=Pidwirny|first=Michael|year= 2008|url= http://www.physicalgeography.net/fundamentals/9k.html|title=Introduction to the Biosphere|publisher= PhysicalGeography.net|accessdate= २८/०९/२०१२}}</ref>ଓଦାଳିଆ ମାସ ସେଠାରେ ହୋଇଥାଏ ଜେଟରବେଳେ ୬୦ମି.ମି କିମ୍ବା ଅଧିକ ବର୍ଷା ହୋଇଥାଏ ।<ref>{{cite web | url=http://www.hydrol-earth-syst-sci.net/11/1633/2007/hess-11-1633-2007.pdf | title=Updated world Koppen-Geiger climate classification map}}</ref> କ୍ରାନ୍ତିରେଖା ବଣରେ ଶୁଷ୍କ ଏବଂ ଓଦାଳିଆ ମୌସମୀରେ ଅନୁଭବ କରାଯାଇ ପାରେନି କାରଣ ଏଠାରେ ସବୁବର୍ଷ ସମାନରୂପେ ବର୍ଷା ହୋଇଥାଏ । <ref name="Hyde">{{cite web|first=Elisabeth|last= M. Benders-Hyde|year= 2003|url= http://www.blueplanetbiomes.org/climate.htm|title= World Climates|publisher= Blue Planet Biomes| accessdate= २८/०९/२०१२}}</ref> ସାଧାରଣତଃ ବର୍ଷାଋତୁ ଗରମ ମୁଁସମମୌସମୀ ଶେଷରେ ଆରମ୍ଭ ହୋଇଥାଏ । କିଛି ଅଞ୍ଚଳରେ ଏତେ ବର୍ଷା ହୁଏକି, ବନ୍ୟା ହୋଇଯାଏ ଯାହାଦ୍ୱାରା ମାଟିର ଉର୍ବରତା ଘଟିଥାଏ । ଏହି କ୍ଷେତ୍ରର ଅଧିକାଂଶ ଜୀବଜନ୍ତୁ ମାନଙ୍କ ପାଇଁ '''ବହୁତାୟତ ମୌସମୀ''' ହୋଇଥାଏ ଏବଂ ସେମାନଙ୍କ ପ୍ରଜନନ କାଳ ଏହାଦ୍ୱାରା ସମ୍ଭବ ହୋଇପାରେ।
 
== ରୋଗ==