"କ୍ରାନ୍ତିରେଖା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
[[File:Koppen World Map Af Am Aw.png|thumb|300px|left|ବିଶ୍ୱର କ୍ରାନ୍ତିରେଖା ସମ୍ବନ୍ଧୀୟ ମୌସମୀ କ୍ଷେତ୍ର]]
 
'''କ୍ରାନ୍ତିରେଖା''' ([[:en:Tropics|Tropics]]) ଦୁନିଆର ଏପରି ଏକ କଟିବନ୍ଧ ଅଟେ ଯାହା ଭୂମଧ୍ୟ ରେଖାରୁ ଅକ୍ଷାଂଶ ୨୩°୨୬'୧୬" ଉତ୍ତରରେ [[କର୍କ ରେଖା]] ଏବଂ ଅକ୍ଷାଂଶ ୨୩°୨୬'୧୬" ଦକ୍ଷିଣରେ [[ମକର ରେଖା]] ପର୍ଯ୍ୟନ୍ତ ସୀମିତ । କର୍କ ଏବଂ ମକର ରେଖାରେ ଏକ ସୂର୍ଯ୍ୟ ବର୍ଷରେ ଗୋଟିଏ ଥର ଏମାନଙ୍କ ମଝିର ପୁରା କ୍ଷେତ୍ରରେ ଏକ ସୂର୍ଯ୍ୟ ବର୍ଷରେ ଦୁଇଥର [[ସୂର୍ଯ୍ୟ]] ଠିକ ମୁଣ୍ଡ ଉପରେ ହୋଇଥାନ୍ତି । ବିଶ୍ୱ ଆବାଦୀରଲୋକସଂଖ୍ୟାର ଏକ ବଡ ଭାଗ (ପାଖାପାଖି ୪୦℅) ଏହି କ୍ଷେତ୍ରରେ ରହିଥାଏ ଏବଂ ଏହା ଅନୁମାନିତ ହୁଏକି ବଢୁଥିବା ଜନସଂଖ୍ୟା କାରଣରୁ ଏହି ଆବାଦୀଲୋକସଂଖ୍ୟା ଆହୁରି ବଢିଯିବ ।<ref>{{cite web|last1=E. Cohen|first1= Joel| last2=Small|first2= Christopher|title= Hypsographic demography: The distribution of human population by altitude|url= http://www.pnas.org/content/95/24/14009.full.pdf|date=September 2, 1998|accessdate=२८/०९/२०१२}}</ref> ଏହା ପୃଥିବୀର ସବୁଠାରୁ ଗରମ କ୍ଷେତ୍ର ଅଟେ କାରଣ, ଅକ୍ଷୀୟ ନଇଁବା କାରଣରୁ ସୂର୍ଯ୍ୟର ଅଧିକତମ ଉଷ୍ମ ଭୂମଧ୍ୟ ରେଖା ଏବଂ ଏହାର ଆଖ-ପାଖର ଅଞ୍ଚଳରେ କେନ୍ଦ୍ରିତ ହୋଇଥାଏ ।
 
== ଋତୁ ଏବଂ ମୌସୁମୀ==