"ରାଇବୋଫ୍ଲାଭିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୦୩ କ ଧାଡ଼ି:
ଦେହ ଏହାକୁ ଉତ୍ତମରୂପେ ସ‌ହ୍ୟ କରିପାରେ ।<!-- <ref name=AHFS2016/> --> ସାଧାରଣ ମାତ୍ରାରେ ରାଇବୋଫ୍ଲାଭିନ ଦେଲେ [[ଗର୍ଭାବସ୍ଥା]]ରେ ନିରାପଦ ରହେ ।<!-- <ref name=AHFS2016/> -->
[[ଜୀବସାର ଖ]] ଦଳର ରାଇବୋଫ୍ଲାଭିନ ଏକ ସଦସ୍ୟ ।<!-- <ref name=AHFS2016/> --> ଜୀବକୋଷ ଶ୍ୱାସକ୍ରିୟା [[:en:cellular respiration|cellular respiration]] ନିମନ୍ତେ ଏହା ଆବଶ୍ୟକ ହୁଏ ।<ref name=AHFS2016/> [[ଅଣ୍ଡା]], [[ସବୁଜ ପନିପରିବା]] [[:en:green vegetables|green vegetables]], ଦୁଧ ଓ ମାଂସରେ ଏହି ଜୀବସାର ଥାଏ । <ref name=NIH2016>{{cite web|title=Office of Dietary Supplements - Riboflavin|url=https://ods.od.nih.gov/factsheets/Riboflavin-HealthProfessional/|website=ods.od.nih.gov|accessdate=30 December 2016|date=11 February 2016}}</ref>
 
<!-- ଇତିହାସ ଓ ସଂସ୍କୃତି -->
ସନ ୧୯୨୦ରେ ରାଇବୋଫ୍ଲାଭିନ ଆବିଷ୍କୃତ ହେବାପରେ ସନ ୧୯୩୩ରେ ପୃଥକ କରାଯାଇଥିଲା ଓ ପ୍ରଥମେ ସନ ୧୯୩୫ରେ ପ୍ରସ୍ତୁତ କରାଯାଇଥିଲା ।<ref>{{cite book|last1=Squires|first1=Victor R.|title=The Role of Food, Agriculture, Forestry and Fisheries in Human Nutrition - Volume IV|date=2011|publisher=EOLSS Publications|isbn=9781848261952|page=121|url=https://books.google.ca/books?id=VJWoCwAAQBAJ&pg=PA121|language=en}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO19th>{{cite web|title=WHO Model List of Essential Medicines (19th List)|url=http://www.who.int/medicines/publications/essentialmedicines/EML_2015_FINAL_amended_NOV2015.pdf?ua=1|work=World Health Organization|accessdate=8 December 2016|date=April 2015}}</ref> ଏହା [[ଜେନେରିକ ଔଷଧ ନାମ]]ରେ ବିନା ପ୍ରେସକ୍ରିପସନରେ ([[:en:generic medication|generic medication]]) ବିକ୍ରୟ ହୁଏ ।<!-- <ref name=Ric2015/> --> ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଅନୁପୂରକର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । <ref name=Ric2015>{{cite book|last1=Hamilton|first1=Richart|title=Tarascon Pocket Pharmacopoeia 2015 Deluxe Lab-Coat Edition|date=2015|publisher=Jones & Bartlett Learning|isbn=9781284057560|page=230}}</ref> କେତେକ ଦେଶରେ ଶସ୍ୟରେ ଏହାକୁ ଯୋଗ କରାଯାଇଥାଏ ।<ref>{{Cite web | url=http://www.ffinetwork.org/why_fortify/index.html |publisher=Food Fortification Initiative|title=Why fortify?|date=2017|accessdate=4 April 2017}}</ref><ref name=NIH2016/>
 
== ଆଧାର ==