"ରାଇବୋଫ୍ଲାଭିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୯୯ କ ଧାଡ଼ି:
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବ‌ହାର -->
'''ରାଇବୋଫ୍ଲାଭିନ''' (ଇଂରାଜୀ ଭାଷାରେ '''Riboflavin''', ଅନ୍ୟ ନାମ '''ଭିଟାମିନ ବି<sub>୨</sub>''' ବା '''ଜୀବସାର ଖ<sub>୨</sub>'''/'''vitamin B<sub>2</sub>''') ଏକ [[ଭିଟାମିନ]] ବା [[ଜୀବସାର]] ଯାହା ଖାଦ୍ୟରେ ଅଥବା [[ଖାଦ୍ୟ ଅନୁପୂରକ]]ରେ ([[:en:dietary supplement|dietary supplement]]) ଥାଏ । <!-- <ref name=AHFS2016/> --> ରାଇବୋଫ୍ଲାଭିନ ଅଭାବ ଥିଲେ ତାହାର ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ଦିଆଯାଏ ଓ [[ଅଧକପାଳି]] ରୋଗର ପ୍ରତିଷେଧ ନିମନ୍ତେ ମଧ୍ୟ ଦିଆଯାଏ । <!-- <ref name=AHFS2016/> --> ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।<ref name=AHFS2016>{{cite web|title=riboflavin|url=https://www.drugs.com/monograph/riboflavin.html|publisher=The American Society of Health-System Pharmacists|accessdate= 8 December 2016}}</ref>
 
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଦେହ ଏହାକୁ ଉତ୍ତମରୂପେ ସ‌ହ୍ୟ କରିପାରେ ।<!-- <ref name=AHFS2016/> --> ସାଧାରଣ ମାତ୍ରାରେ ରାଇବୋଫ୍ଲାଭିନ ଦେଲେ [[ଗର୍ଭାବସ୍ଥା]]ରେ ନିରାପଦ ରହେ ।<!-- <ref name=AHFS2016/> -->
[[ଜୀବସାର ଖ]] ଦଳର ରାଇବୋଫ୍ଲାଭିନ ଏକ ସଦସ୍ୟ ।<!-- <ref name=AHFS2016/> --> ଜୀବକୋଷ ଶ୍ୱାସକ୍ରିୟା [[:en:cellular respiration|cellular respiration]] ନିମନ୍ତେ ଏହା ଆବଶ୍ୟକ ହୁଏ ।<ref name=AHFS2016/> [[ଅଣ୍ଡା]], [[ସବୁଜ ପନିପରିବା]] [[:en:green vegetables|green vegetables]], ଦୁଧ ଓ ମାଂସରେ ଏହି ଜୀବସାର ଥାଏ । <ref name=NIH2016>{{cite web|title=Office of Dietary Supplements - Riboflavin|url=https://ods.od.nih.gov/factsheets/Riboflavin-HealthProfessional/|website=ods.od.nih.gov|accessdate=30 December 2016|date=11 February 2016}}</ref>
 
== ଆଧାର ==