"ପାଇରିଡକ୍ସିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୦୨ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ପାଇରିଡକ୍ସିନ ଦେହରେ ଉତ୍ତମରୂପେ ସ‌ହ୍ୟ କରିହୁଏ ।<!-- <ref name=AHFS2016/> --> ବେଳେବେଳେ ମୁଣ୍ଡବଥା, କାଲୁଆ ଅନୁଭବ ଓ ନିଦୁଆ ଆଦି ପ୍ରତିକ୍ରିୟା ହୋଇପାରେ ।<!-- <ref name=AHFS2016/> --> [[ଗର୍ଭାବସ୍ଥା]] ଓ [[ସ୍ତନ୍ୟପାନ]] ସମୟରେ ସାଧାରଣ ମାତ୍ରାରେ ନେଲେ ଏହା ନିରାପଦ ରହେ ।<!-- <ref name=AHFS2016/> --> ପାଇରିଡକ୍ସିନ ଏକ [[ଭିଟାମିନ ବି]]/[[ଜୀବସାର ଖ]] ଶ୍ରେଣୀର ଭିଟାମିନ ।<!-- <ref name=AHFS2016/> --> ଶରୀରରେ [[ଆମିନୋ ଏସିଡ]] ([[:en:amino acids|amino acids]]), [[ଶ୍ୱେତସାର]] ([[:en:carbohydrates|carbohydrates]]) ଓ [[ଲିପିଡ]] ([[:en:lipids|lipids]]) ତିଆରି କରିବାରେ ପାଇରିଡକ୍ସିନ ଆବଶ୍ୟକ ହୁଏ । <ref name=AHFS2016>{{cite web|title=Pyridoxine Hydrochloride|url=https://www.drugs.com/monograph/pyridoxine-hydrochloride.html|publisher=The American Society of Health-System Pharmacists|accessdate= 8 December 2016}}</ref> [[ଫଳ]] ([[:en:fruit|fruit]]), [[ପନିପରିବା]] ([[:en:vegetables|vegetables]]) ଓ [[ଶସ୍ୟ]]ମାନଙ୍କରେ ([[:en:food grain|grain]]) ଏହାର ଉତ୍ସ ଥାଏ ।<ref name=NIH2016>{{cite web|title=Office of Dietary Supplements - Dietary Supplement Fact Sheet: Vitamin B6|url=https://ods.od.nih.gov/factsheets/VitaminB6-HealthProfessional/|website=ods.od.nih.gov|accessdate=30 December 2016|date=11 February 2016}}</ref>
 
<!-- ଇତିହାସ ଓ ସଂସ୍କୃତି -->
ସନ ୧୯୩୪ରେ ପାଇରିଡକ୍ସିନ ଆବିଷ୍କୃତ ହୋଇଥିଲା, ସନ ୧୯୩୪ରେ ପୃଥକ କରାଯାଇଥିଲା ଓ ସନ ୧୯୩୯ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।<ref>{{cite book|last1=Squires|first1=Victor R.|title=The Role of Food, Agriculture, Forestry and Fisheries in Human Nutrition - Volume IV|date=2011|publisher=EOLSS Publications|isbn=9781848261952|page=121|url=https://books.google.ca/books?id=VJWoCwAAQBAJ&pg=PA121|language=en}}</ref><ref>{{cite book|last1=Harris|first1=Harry|title=Advances in Human Genetics 6|date=2012|publisher=Springer Science & Business Media|isbn=9781461582649|page=39|url=https://books.google.ca/books?id=UJ0KCAAAQBAJ&pg=PA39|language=en}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO19th>{{cite web|title=WHO Model List of Essential Medicines (19th List)|url=http://www.who.int/medicines/publications/essentialmedicines/EML_2015_FINAL_amended_NOV2015.pdf?ua=1|work=World Health Organization|accessdate=8 December 2016|date=April 2015}}</ref> ଏହା [[ଜେନେରିକ ଔଷଧ ନାମ]]ରେ ([[:en:generic medication|generic medication]]) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।<ref name=AHFS2016/> [[ବିକାଶଶୀଳ ଦେଶ]]ମାନଙ୍କରେ ([[:en:developing world|developing world]]) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୦.୫୯ରୁ ୩.୫୪ ଆମେରିକୀୟ ଡଲାର ।<ref name=ERC2014>{{cite web|title=Vitamin B6|url=http://erc.msh.org/dmpguide/resultsdetail.cfm?language=english&code=PDX50T&s_year=2014&year=2014&str=50%20mg&desc=Vitamin%20B6&pack=new&frm=TAB-CAP&rte=PO&class_code2=27%2E&supplement=&class_name=%2827%2E%29Vitamins%20and%20minerals%3Cbr%3E|website=International Drug Price Indicator Guide|accessdate=8 December 2016}}</ref> ଅନେକ ଦେଶମାନଙ୍କରେ ଖାଦ୍ୟରେ ([[:en:breakfast cereal|breakfast cereal]]) ଏହା ମିଶେଇ ଦିଆଯାଏ । <ref name=NIH2016/>
 
== ଆଧାର ==