"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଅଧିକ ତଥ୍ୟ
→‎ସାମାଜିକ ଏକତା: ବନାନ ସଜଡ଼ା ଗଲା.
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୦ କ ଧାଡ଼ି:
ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ [[ଚାଷୀ]]ମାନେ ଏହାକୁ ପାଳନ କରିଥାନ୍ତି ।<ref>{{cite web |url= http://articles.timesofindia.indiatimes.com/2011-09-01/bhubaneswar/29952799_1_paddy-farming-heavy-farmers-offer |title=Rain uplifts spirits on Nuakhai eve - Times Of India |first= Ashok |last= Pradhan|work=indiatimes.com |year=2011 |quote=Nuakhai is celebration of harvest |accessdate=16 September 2012}}</ref> ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ "ଲଗନ" ବା "[[ତିଥି]]" ନିର୍ଣ୍ଣୟ କରି ପୂଜା ଆଦି ସହ [[ଆରିସା ପିଠା]] ଭୋଗ କରାଯାଇଥାଏ ।
=== ସାମାଜିକ ଏକତା===
ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସହରର ପଡାପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମ୍ଯଖୀ ଙ୍କମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସଋସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶିର୍ବାଦଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡୋଶୀରେପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡାରପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାନ୍ତିଯାଆନ୍ତିପରିବାରପରିବାରମଧ୍ୟରେ ମଧ୍ୟଥିବା ରେମତଭେଦ ମଧ୍ୟ ଥିବା ମତଭେଦ ଏହି ସମୟ ରେ ସମାଧାନ ହେଇଥାଏହୋଇଥାଏ ।<ref> What ever may be the fact it is a celebration of the mass. People forget their personal differences and greet each other in this point of view Nua-Khai is not just welcoming the new rice-paddy it is a festival which welcomes general happiness and mass development of the society. People may stay in far of lands, for there livelihood, but in the Nua-Kahi they must come to celebrate this festival with other members of the family with pageantry.http://orissadiary.com/orissa_profile/ori_festival/sep/Nuakhai.asp</ref> ସମସ୍ତେ ପୁଣି ଏକଜୁଟ ହେଇହୋଇ ରହନ୍ତି । ଏହା ନବାନ୍ନନୂଆଖାଇ ପର୍ବର ଏକ ବିଶେଷତା ।
 
== ଦଶହରା ସମୟରେ ନବାନ୍ନ ==
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି