"ଟ୍ରୋପିକାମାଇଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଔଷଧ using HotCat
ଅଧିକ ତ‌ଥ୍ୟ ଦିଆଗଲା
୪୪ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଟ୍ରୋପିକାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ [[ଝାପସା ଦୃଷ୍ଟି]] ([[:en:blurry vision|blurry vision]]), [[ଅଧିକ ଚକ୍ଷୁ ଆଭ୍ୟନ୍ତରୀଣ ଚାପ]] ([[:en:increased intraocular pressure|increased intraocular pressure]]) ଓ ଆଲୋକ ସମ୍ବେଦନଶୀଳତା ଆଦି ଲକ୍ଷଣମାନ ଦେଖାଯାଆନ୍ତି ।<!-- <ref name=AHFS2016/> --> କ୍ୱଚିତ ଦେଖାଯାଉଥିବା ଅନ୍ୟ ଏକ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ [[ସାଇକୋସିସ]] ([[:en:psychosis|psychosis]]) ବିଶେଷତଃ ପିଲାମାନଙ୍କର ହୋଇପାରେ ।<ref name=AHFS2016/> [[ଗର୍ଭାବସ୍ଥା]]ରେ ଏହାର ପ୍ରୟୋଗଦ୍ୱାରା ଶିଶୁର ନିରାପତ୍ତା ବିଷୟରେ ସ୍ପଷ୍ଟ କିଛି ଜଣାଯାଇନାହିଁ । <ref>{{cite web|title=Tropicamide ophthalmic Use During Pregnancy {{!}} Drugs.com|url=https://www.drugs.com/pregnancy/tropicamide-ophthalmic.html|website=www.drugs.com|accessdate=28 December 2016}}</ref> ଏହା [[ଆଣ୍ଟିକୋଲିନର୍ଜିକ]] ([[:en:anticholinergic|anticholinergic]] ) ଶ୍ରେଣୀର [[ଆଣ୍ଟିମସ୍କାରାଇନିକ]] ([[:en:antimuscarinic|antimuscarinic]] ) ବିଭାଗର ଏକ ଔଷଧ ।<!-- <ref name=AHFS2016/> --> ଏହି ଔଷଧଦ୍ୱାରା ଚକ୍ଷୁର ମାଂସପେଶୀଗୁଡ଼ିକ ସମ୍ବେଦନରହିତ ହୋଇଯାଆନ୍ତି ।<ref name=AHFS2016/>
 
<!-- ଇତିହାସ ଓ ସଂସ୍କୃତି -->
ସନ ୧୯୬୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଟ୍ରୋପିକାମାଇଡ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।<ref name=AHFS2016>{{cite web|title=Tropicamide|url=https://www.drugs.com/monograph/tropicamide.html|publisher=The American Society of Health-System Pharmacists|accessdate= 8 December 2016}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO19th>{{cite web|title=WHO Model List of Essential Medicines (19th List)|url=http://www.who.int/medicines/publications/essentialmedicines/EML_2015_FINAL_amended_NOV2015.pdf?ua=1|work=World Health Organization|accessdate=8 December 2016|date=April 2015}}</ref> [[ବିକାଶଶୀଳ ଦେଶ]]ମାନଙ୍କରେ ([[:en:developing world|developing world]]) ଏହି ଔଷଧର ଏକ ୧୫ ମି:ଲି: ବୋତଲର ହୋଲସେଲ ମୂଲ୍ୟ ୪.୧୯ରୁ ୪.୫୫ ଆମେରିକୀୟ ଡଲାର ।<ref name=ERC2014>{{cite web|title=Tropicamide|url=http://erc.msh.org/dmpguide/resultsdetail.cfm?language=english&code=TPC1O&s_year=2014&year=2014&str=1%25&desc=Tropicamide&pack=new&frm=OPHT%20DROP&rte=OPHT&class_code2=21%2E5%2E&supplement=&class_name=%2814%2E1%2E%29Ophthalmic%20medicines%20%28diagnostic%29%3Cbr%3E%2821%2E5%2E%29Mydriatics%3Cbr%3E|website=International Drug Price Indicator Guide|accessdate=8 December 2016}}</ref> ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।<ref name=Ric2015>{{cite book|last1=Hamilton|first1=Richart|title=Tarascon Pocket Pharmacopoeia 2015 Deluxe Lab-Coat Edition|date=2015|publisher=Jones & Bartlett Learning|isbn=9781284057560|page=415}}</ref>
 
== ଆଧାର ==