"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬୫ କ ଧାଡ଼ି:
 
ବର୍ତ୍ତମାନ ଗୁଗୁଲ ସର୍ଚ୍ଚରେ ଭୟେସ୍ ଟାଇପିଂ ଭଳି ବିଚକ୍ଷଣ ସେବା ରହିଅଛି<ref>{{cite news|title=Google introduces the biggest algorithm change in three years|url=http://www.theguardian.com/technology/2013/sep/27/google-biggest-algorithm-change-hummingbird|accessdate=September 29, 2013|newspaper=Guardian|date=September 27, 2013|author=Samuel Gibbs}}</ref> ।
 
===ମେସିନ ଲରନିଙ୍ଗ ଏବଂ ଗୁଗଲ===
ପୂର୍ବରୁ ଏକ ସନ୍ଧାନୀ ସେବା ଭାବେ କାମ କରୁଥିବା ଗୁଗଲ, ବର୍ତ୍ତମାନ ମେସିନ ଲରନିଙ୍ଗ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଆଡକୁ ଆଗେଇ ଚାଲିଛି । ୨୦୧୬ ଗୁଗଲ ଆଇ/ଓରେ ଉନ୍ମୋଚିତ ଗୁଗଲ ଆସିଷ୍ଟାଣ୍ଟ ସହାୟତାରେ ଲୋକମାନଙ୍କୁ ସହାୟତା କରିବା ସହିତ, ନିଜର ଚିତ୍ର ସନ୍ଧାନୀ ସେବା, ସ୍ୱର ସନ୍ଧାନୀ ସେବା, ଇମେଜ ପ୍ରୋସେସିଙ୍ଗ ଏବଂ ଅନୁବାଦ ସେବାକୁ ଦିନ କୁ ଦିନ ଉନ୍ନତ କରିଚାଲିଛି ।
 
ଏପରିକି ଗୁଗଲ ଆଇ/ଓ ୨୦୧୭ରେ ଗୁଗଲର ସି.ଇ.ଓ ସୁନ୍ଦର ପିଚାଇ ଲୋକମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଆଡକୁ ଆଗେଇବା ପାଇଁ କହିଛନ୍ତି ।
 
=== କାର୍ଯକାରୀ ସଫ୍ଟୱେର ===
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି