"ବୀର ହନୁମାନ ମନ୍ଦିର, ରାୟଗଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
 
[[File:Hanuman Temple, Rayagada-1.jpg|thumb|Hanuman Temple, Rayagada-1]]
[[ରାୟଗଡ଼ା]] ସହର ସଂଲଗ୍ନ ତଥା ଝଞ୍ଜାବତୀ ନଦୀ କୂଳ ଏକ ମୁଣ୍ଡିଆ ପାହାଡ(ସ୍ଥାନୀୟ ଅଞ୍ଚଳରେ ଖିନ୍‌ଖିନା ପାହାଡ ନାମରେ ନାମିତ) ଉପରେ ଏହି ମନ୍ଦିର ଅବସ୍ଥିତ । ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ।
 
[[ରାୟଗଡ଼ା]]ସହରର ବସଷ୍ଟାଣ୍ଡରୁ ପ୍ରାୟ ୨ କିମି ଗଲେ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ । ମନ୍ଦିରଟି ସହରର ଉଚ୍ଚତମ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ମନ୍ଦିର ପାଖରୁ ସାରା ସହରର ଦୃଶ୍ୟ ଦେଖିହୁଏ ।<ref name="onefivenine">{{cite web|title=Temple of Rayagada|url=http://www.onefivenine.com/india/Places/District/Rayagada/Temple|accessdate=22 May 2017}}</ref> ମନ୍ଦିରଟିର ଅବସ୍ଥିତି ତଥା ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।
== ପ୍ରତିଷ୍ଠା ==
ମନ୍ଦିରଟି୧୯୮୮ ପ୍ରାୟମସିହା ୨୦ମାଘମାସ(ଫେବୃଆରୀ) ବର୍ଷଶୁକ୍ଳପକ୍ଷ ପଞ୍ଚମୀ ପୂର୍ବେଦିନ ସ୍ଥାନୀୟ ଜନୈକ ବ୍ୟକ୍ତି ଶ୍ରୀ ଶତ୍ରୁଘନ ନାୟକଙ୍କ ପ୍ରଚେଷ୍ଟାରେପ୍ରଚେଷ୍ଟାରେଏହି ପ୍ରତିଷ୍ଠିତମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । କଥିତ ଅଛି, ସ୍ଵପ୍ନାଦେଶ ପାଇ ସେ ମନ୍ଦିର ପ୍ରତିଷ୍ଠା କରାଇଥିଲେ । ତେବେ ଦୀର୍ଘ ପାଞ୍ଚ ବର୍ଷ ପରେ (ଅର୍ଥାତ୍‌ ୧.୬.୧୯୯୩ ଦିନ) ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା ।
== ପୂଜା ==
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ।