"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୨ କ ଧାଡ଼ି:
ପାର୍ବତୀ ଘୋଷ ୫ ବର୍ଷ ବୟସରୁ ଅଭିନୟ ଦୁନିଅାରେ ପାଦ ଥାପିଥିଲେ। ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''</nowiki>ଶ୍ରୀ [[ଜଗନ୍ନାଥ|ଜଗନ୍ନାଥ<nowiki>''</nowiki>]] ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଅାରମ୍ଭ ହୋଇଛି। <nowiki>''ଅାମରି ଗାଁ ଝିଅ'' (୧୯୫୬)ରେ ପ୍ରଥମ କରି ନାୟିକା ଭାବେ ଗୌର ଘୋଷଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ। ଏହି ସିନେମାଟିର କାହାଣୀ ବାଲ୍ୟ ବିବାହ ଉପରେ ଅାଧାରିତ ଥିଲା। ''ଭାଇଭାଇ'' (୧୯୫୬), ''ମା'' (୧୯୫୯),"କା'' (୧୯୬୬), ''ସ୍ତ୍ରୀ'' (୧୯୬୮), ''ଅମର ପ୍ରେମ'' (୧୯୭୭) ଏବଂ ''ସଂସାର'' (୧୯୭୩) ଅାଦି ଫିଲ୍ମରେ ନାୟିକା ଭୂମିକାରେ ସେ ଅଭିନୟ କରିଛନ୍ତି। ବିବାହ ପରେ ପାର୍ବତୀ ଘୋଷଙ୍କ ପ୍ରଥମ ସିନେମା ଥିଲା ''ଲକ୍ଷ୍ମୀ'' (୧୯୬୩) । ''ଲକ୍ଷ୍ମୀ'', ''କା'' ଏବଂ ''ସ୍ତ୍ରୀ'' ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ''ସଂସାର'' ସିନେମାରେ ସେ ନିଜ ସ୍ବାମୀଙ୍କ ସହ ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ କାମ କରିଥିଲେ। ୧୯୮୩ ଓ ୧୯୮୪ ମସିହାରେ ''ପ୍ରଶ୍ନ'' ଏବଂ ''ସୋପାନ''</nowiki> ନାମକ ଦୁଇଟି ହିନ୍ଦୀ ଟେଲିଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ [[ଫକୀର ମୋହନ ସେନାପତି|ଫକୀରମୋହନ ସେନାପତି]]<nowiki/>ଙ୍କ ଉପନ୍ୟାସକୁ ଅାଧାର କରି ନିର୍ମିତ ହୋଇଥିବା <nowiki>''ଛ ମାଣ ଅାଠ ଗୁଣ୍ଠ'' ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର। ତାଙ୍କର ଅବଦାନ କେବଳ ସିନେମା ଦୁନିଅାରେ ସୀମିତ ନ ଥିିଲା। ଅାଲବମ୍ କ୍ଷେତ୍ରରେ ପାର୍ବତୀଙ୍କ ଭୂମିକା ବେଶ୍ ପ୍ରଶଂସନୀୟ। ''ନାହିଁ ତ ହୃଦୟଟିଏ''</nowiki> ଅାଲବମରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।୧୯୭୩ରୁ ୧୯୮୫ ମସିହାରେ କୌଣସି ଫିଲ୍ମରେ ସେ ନଜର ଆସି ନାହାନ୍ତି। ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଭାବେ "ସାଲବେଗ" (୧୯୯୯) ହେଉଛି ତାଙ୍କ ଅଭିନୀତ ଶେଷ ସିନେମା।
 
== ଓଡ଼ିଆ ଚଳଚ୍ଚିତ୍ର ଦୁନିଅାକୁ ଅବଦାନ<ref>http://www.imdb.com/name/nm0315909/</ref> ==
ପାର୍ବତୀ ଘୋଷ ଓଡ଼ିଆ ଚଳଚିତ୍ରରେ ବିଭିନ୍ନ ଭୂମିକାରେ ଅବଦାନ ଦେଇଛନ୍ତି।<ref>http://www.imdb.com/name/nm0315909/</ref>
=== ;ପ୍ରଯୋଜିକା: ===
*୧୯୫୬- ଅାମରି ଗାଁ ଝିଅ
*୧୯୮୬ - ଛ ମାଣ ଅାଠ ଗୁଣ୍ଠ
*୧୮୭୩ - ସଂସାର
*୧୯୬୮- ସ୍ତ୍ରୀ
*୧୯୬୬ ଲକ୍ଷ୍ମୀ (ସହ ପ୍ରଯୋଜିକା)
*୧୯୫୮ - ମା (ସହ ପ୍ରଯୋଜିକା)
 
=== ;ନିର୍ଦ୍ଦେଶିକା: ===
=== ପ୍ରଯୋଜିକା: ===
*୧୯୮୬ - ଛ ମାଣ ଅାଠ ଗୁଣ୍ଠ
୧୯୫୬- ଅାମରି ଗାଁ ଝିଅ
*୧୮୭୩ - ସଂସାର
 
=== ;ଅଭିନେତ୍ରୀ: ===
୧୯୮୬ - ଛ ମାଣ ଅାଠ ଗୁଣ୍ଠ
*୧୯୮୬ - ଛମାଣ ଅାଠ ଗୁଣ୍ଠ (ସାରିଅା)
*୧୮୯୪ - ଡୋରା
*୧୯୭୭ - ଅମର ପ୍ରେମ (ଅତିଥି କଳାକାର)
*୧୮୭୩ - ସଂସାର
*୧୯୬୮ - ସ୍ତ୍ରୀ (ଅନୁରାଧା)
*୧୯୬୬ - କା
*୧୯୬୨ - ଲକ୍ଷ୍ମୀ (ଅଳକା)
*୧୯୫୮ - ମା
*୧୯୫୬ - ଭାଇଭାଇ
*୧୯୫୦ - ଶ୍ରୀ ଜଗନ୍ନାଥ (ଶିଶୁ କଳାକାର)
 
=== ;ଲେଖିକା: ===
୧୮୭୩ - ସଂସାର
*୧୯୮୬- ଛ ମାଣ ଆଠ ଗୁଣ୍ଠ (ସଂଳାପ)
 
=== ;ସଂଗୀତ: ===
୧୯୬୮- ସ୍ତ୍ରୀ
*୧୯୮୬ - ଛ ମାଣ ଅାଠ ଗୁଣ୍ଠ (ପ୍ରଚ୍ଛଦପଟ ଗାୟିକା)
 
୧୯୬୬ ଲକ୍ଷ୍ମୀ (ସହ ପ୍ରଯୋଜିକା)
 
୧୯୫୮ - ମା (ସହ ପ୍ରଯୋଜିକା)
 
=== ନିର୍ଦ୍ଦେଶିକା: ===
୧୯୮୬ - ଛ ମାଣ ଅାଠ ଗୁଣ୍ଠ
 
୧୮୭୩ - ସଂସାର
 
=== ଅଭିନେତ୍ରୀ: ===
୧୯୮୬ - ଛମାଣ ଅାଠ ଗୁଣ୍ଠ (ସାରିଅା)
 
୧୮୯୪ - ଡୋରା
 
୧୯୭୭ - ଅମର ପ୍ରେମ (ଅତିଥି କଳାକାର)
 
୧୮୭୩ - ସଂସାର
 
୧୯୬୮ - ସ୍ତ୍ରୀ (ଅନୁରାଧା)
 
୧୯୬୬ - କା
 
୧୯୬୨ - ଲକ୍ଷ୍ମୀ (ଅଳକା)
 
୧୯୫୮ - ମା
 
୧୯୫୬ - ଭାଇଭାଇ
 
୧୯୫୦ - ଶ୍ରୀ ଜଗନ୍ନାଥ (ଶିଶୁ କଳାକାର)
 
=== ଲେଖିକା: ===
୧୯୮୬- ଛ ମାଣ ଆଠ ଗୁଣ୍ଠ (ସଂଳାପ)
 
=== ସଂଗୀତ: ===
୧୯୮୬ - ଛ ମାଣ ଅାଠ ଗୁଣ୍ଠ (ପ୍ରଚ୍ଛଦପଟ ଗାୟିକା)
 
== ସମ୍ମାନ ଓ ସ୍ବୀକୃତି<ref>http://www.womanodisha.com/parbati-ghosh/</ref> ==