"ନନ୍ଦନକାନନ ଜୀବ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ add reference
ଟିକେ add reference
୫୭ କ ଧାଡ଼ି:
[[ଫାଇଲ:Nandan Kanan National Park,Odisha.jpg|thumb|ନନ୍ଦନକାନନ ର ମୂଖ୍ୟ ପ୍ରବେଶଦ୍ଵାର]]
 
'''ନନ୍ଦନକାନନରେ ''' [[ଓଡ଼ିଶା]]ର ରାଜଧାନୀ [[ଭୁବନେଶ୍ଵର]] ନିକଟରେ ଥିବା [[ଚନ୍ଦକା ଜଙ୍ଗଲ]] ଭିତରେ ପ୍ରାକୃତିକ ପରିବେଶରେ ଥିବା [[ଚିଡ଼ିଆଖାନା]] । ଏହା ମୋଟ ୪୦୦ ହେକ୍ଟର ଜମି(୯୦୦ ଏକର)ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ବଗିଚା ରହିଅଛି । ୧୯୬୦ ମସିହାରେ ଏହା ଆରମ୍ଭ କରାଯାଇଥିଲା ଓ ୧୯୭୯ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲ। ।<ref name="travelchacha">{{cite web|title=Nandankanan Zoo travel|url=http://www.travelchacha.com/cities/bhubaneswar/nandankanan-zoo.html|accessdate=31 May 2017}}</ref> ନନ୍ଦନକାନନ ର ଅର୍ଥ ସ୍ଵର୍ଗ ର ବଗିଚା ଏହା [[ଏସିଆ]]ର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ । '''World Association of Zoos and Aquariums''' (WAZA)ର ସଦସ୍ୟତା ହାସଲ କରିବାରେ ଏହି ଚିଡ଼ିଆଖାନା ଭାରତରେ ପ୍ରଥମ ।<ref name="webarchieve">{{cite web|title=Nandankanan now a member of world zoo body|url=https://web.archive.org/web/20120310083347/http://www.worldzootoday.com/2009/07/04/nandankanan-now-a-member-of-world-zoo-body/|accessdate=31 May 2017}}</ref>
{{clear}}