"ତୁଳା (ମାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ଯୋଡିବା
୪ କ ଧାଡ଼ି:
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ତୁଳା ରାଶିରେ ଅବସ୍ଥାନ କରେ ସେହି ସମୟ ତୁଳା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ [[ଅକ୍ଟୋବର]] ର ମଧ୍ୟ ଭାଗରୁ ଆରମ୍ଭ ହୋଇ [[ନଭେମ୍ବର]] ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ [[ଆଶ୍ଵିନ]] ଓ [[କାର୍ତ୍ତିକ]] ସହ ଏହା ସମ୍ବନ୍ଧିତ ।<ref name=hindilearner>{{cite web|title=Hindu Calendar|url=http://www.hindilearner.com/hindi_resources/hindu_calendar.php|accessdate=24 September 2015}}</ref> ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।<ref name=math>{{cite web|title=Months named after rasis|url=http://www.math.nus.edu.sg/aslaksen/calendar/indian_months.html|accessdate=24 September 2015}}</ref> ମୂଖ୍ୟତଃ ଭାରତୀୟ ଶରତଋତୁରେ ପଡୁଥିବା ଏହି ସୌର ମାସରେ ଦୁର୍ଗାପୂଜା ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣୀ ପାଳିତ ହୁଏ ।<ref name=googlebooks>{{cite book|last=Kapoor|first=Subodh|title=The Indian Encyclopaedia, Volume 1|date=2002|publisher=Genesis Publishing Pvt Ltd, 2002|pages=6734|url=https://books.google.co.in/books?id=O3Lt1sOKGxwC&pg=PA6734&lpg=PA6734&dq=solar+months+indian&source=bl&ots=Fln7zlEcMp&sig=L0ZXAyH-LyeQjzXFtmoJnT2ie4k&hl=en&sa=X&ved=0CDMQ6AEwBDgKahUKEwjf55qYsI_IAhXHSY4KHR34B78#v=onepage&q=solar%20months%20indian&f=false}}</ref>
 
* ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ସପ୍ତମ ସୌର ମାସ (କାର୍ତ୍ତିକ) ୧୬ ଅକ୍ଟୋବର- ୧୪ ନଭେମ୍ବର ।<ref name="insa">[{{cite web|title=Uniform All India Nirayana Solar Calendar|url=http://wwwinsa.new1.dli.ernetnic.in/data1writereaddata/uploadUpLoadedFiles/insa/INSA_1IJHS/2000c951-519Vol39_4_7_CmdSKChatterjee.pdf|accessdate=30 "IndianMay Journal of History of science, 29.4(2004)"]2017}}</ref>
 
== ଅଧିକ ତଥ୍ୟ ==
"https://or.wikipedia.org/wiki/ତୁଳା_(ମାସ)"ରୁ ଅଣାଯାଇଅଛି