"ଦିଶା ବକାନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୦ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ==
ଦିଶା ବକାନୀ ଗୁଜୁରାଟର ଅହମଦାବାଦରେ ଏକ ଗୁଜୁରାଟି ପରିବାରରେ ୧୭ ଅଗଷ୍ଟ ୧୯୭୮ରେ ଜନ୍ମଗ୍ରହଣ କରିଥିଲେ । ସେ ଅହମଦାବାଦର ଗୁଜୁରାଟ କଲେଜରୁ ଡ୍ରାମାଟିକ କଳାରେ ସ୍ନାତକ ହାସଲ କରିଥିଲେ ।<ref name=mirror11>{{cite news |title=I enjoy acting: Disha Vakani|url=http://mumbaimirror.com/entertainment/tv/I-enjoy-acting-Disha-Vakani/articleshow/16193137.cms |publisher=Mumbai Mirror |date=30 Dec 2011 |accessdate=26 May 2017}}</ref> ସେ ମୁମ୍ବାଇରେ ବାସ କରୁଥିବା ମୟୁର ପାଡ଼ିଆ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ୨୪ ନଭେମ୍ବର ୨୦୧୫ରେ ବିବାହ କରିଥିଲେ ।<ref>{{cite news|url=http://www.dnaindia.com/entertainment/report-dayaben-of-taarak-mehta-ka-ooltah-chashmah-aka-disha-vakani-ties-the-knot-2148416 |title=Dayaben of 'Taarak Mehta Ka Ooltah Chashmah' aka Disha Vakani ties the knot|publisher=Daily News and Analysis|date=25 November 2015}}</ref><ref name="India Today 2015">{{cite web | title=TV actress Disha Vakani ties the knot! | website=India Today | date=24 November 2015 | url=http://indiatoday.intoday.in/story/dayaben-of-taarak-mehta-ka-ooltah-chashmah-disha-vakani-ties-knot-with-chartered-accountant-mayur/1/530340.html | accessdate=26 May 2017}}</ref> ତାଙ୍କ ଭାଇ ମୟୂର ବକାନୀ ମଧ୍ୟ ତାରକ ମେହେଟା କି ଓଲଟ ଚଷମାରେ ଦିଶାଙ୍କର ଭାଇ ସୁନ୍ଦର ଭୂମିକାରେ ଅଭିନୟ କରୁଛନ୍ତି ।
 
==ଅଭିନୟ ଜୀବନ==