"ଚନ୍ଦ୍ରାସ୍ୱାମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଚନ୍ଦ୍ରସ୍ୱାମୀ''' ଜଣେ ଜ୍ୟୋତିଷ, ତାନ୍ତ୍ରିକ ତଥା ଜଣ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
'''ଚନ୍ଦ୍ରସ୍ୱାମୀ''' ଜଣେ ଜ୍ୟୋତିଷ, ତାନ୍ତ୍ରିକ ତଥା ଜଣେ ଆତ୍ମଘୋଷିତ ‘ଗଡ଼ମ୍ୟାନ’ ।
 
ଚନ୍ଦ୍ରାସ୍ୱାମୀ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ।କରିଥିଲେ । ତାଙ୍କ ମୂଳ ନାଁ ଥିଲା ନେମି ଚାନ୍ଦ।ଚାନ୍ଦ । ପିଲାବେଳେ ସେ ଘରଛାଡ଼ି ଚାଲିଯିବା ପରେ ତପସ୍ୟା କରି ସିଦ୍ଧି ଅର୍ଜନ କରିଥିଲେ । ମା’ କାଳୀଙ୍କ[[କାଳୀ]]ଙ୍କ ଭକ୍ତ ଥାଇ ସେ ନିଜକୁ ଚନ୍ଦ୍ରାସ୍ୱାମୀ ନାମରେ ପ୍ରସିଦ୍ଧ କରିପାରିଥିଲେ।କରିପାରିଥିଲେ । ୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ [[ପିଭି ନରସିଂହ ରାଓଙ୍କରରାଓ]]ଙ୍କର ସେ ଥିଲେ ଅତି ନିକଟତମ । ତାଙ୍କରାଓଙ୍କ ଆଧ୍ୟାତ୍ମିକ ଗୁରୁ ଥିଲେ । ସେହି ସମୟରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ୧୯୯୧ ମସିହାରେ [[ଦିଲ୍ଲୀ]]ଠାରେ ଏକ ଆଶ୍ରମ ତୋଳାଇଥିଲେ । ସେହି ଜମିକୁ [[ଇନ୍ଦିରା ଗାନ୍ଧୀ]] ତାଙ୍କୁ ପ୍ରଦାନ କରିଥିଲେ । [ବ୍ରିଟେନ]]ର ପୂର୍ବ ପ୍ରଧାନମନ୍ତ୍ରୀ [[ମାର୍ଗରେଟ ଥାଚର]] ତାଙ୍କର ଜଣେ ଅନୁଗାମୀ ଥିଲେ । ୧୯୭୫ରେ ଥାଚରଙ୍କ ସହ ମିଶିବା ପରେ ଆଗାମୀ ତିନି ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବାର ଭବିଷ୍ୟବାଣୀ କରିଥିଲେ ଯାହା ପରେ ସତ୍ୟରେ ପରିଣତ ହୋଇଥିଲା
==ବିବାଦୀୟ==
ତାଙ୍କ ଦ୍ୱାରା [ଲଣ୍ଡନ]]ର ଜଣେ ବ୍ୟବସାୟୀ ଏକ ଲକ୍ଷ ଟଙ୍କାର ଠକାମୀରେ ଶିକାର ହୋଇଥିଲେ । ଏଥିପାଇଁ ସେ ଜେଲଯାଇଥିଲେ । ବିଦେଶୀ ମୁଦ୍ରା ଉଲଂଘନ (ଫେମା) ର ଅନେକ ମାମଲା ତାଙ୍କ ବିରୁଦ୍ଧରେ ଚାଲିଥିଲା ।
 
ଚନ୍ଦ୍ରାସ୍ୱାମୀଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି।ହୋଇଥିଲା କିଡ୍‌ନି। [[ବୃକକ]] (କିଡନି) ଜନିତ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଆପୋଲ[[ଆପୋଲୋ ହସ୍ପିଟାଲରେହସ୍ପିଟାଲ]]ରେ ଭର୍ତ୍ତି କରାଯାଇଥିଲା।ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା ବୋଲି ଡାକ୍ତରମାନେ କହିଛନ୍ତି।ଘଟିଥିଲା
 
==ଆଧାର==