"ଚନ୍ଦ୍ରାସ୍ୱାମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଚନ୍ଦ୍ରସ୍ୱାମୀ''' ଜଣେ ଜ୍ୟୋତିଷ, ତାନ୍ତ୍ରିକ ତଥା ଜଣ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୧:୦୨, ୨୩ ମଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଚନ୍ଦ୍ରସ୍ୱାମୀ ଜଣେ ଜ୍ୟୋତିଷ, ତାନ୍ତ୍ରିକ ତଥା ଜଣେ ଆତ୍ମଘୋଷିତ ‘ଗଡ଼ମ୍ୟାନ’ ।

ଚନ୍ଦ୍ରାସ୍ୱାମୀ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମୂଳ ନାଁ ଥିଲା ନେମି ଚାନ୍ଦ। ପିଲାବେଳେ ସେ ଘରଛାଡ଼ି ଚାଲିଯିବା ପରେ ତପସ୍ୟା କରି ସିଦ୍ଧି ଅର୍ଜନ କରିଥିଲେ । ମା’ କାଳୀଙ୍କ ଭକ୍ତ ଥାଇ ସେ ନିଜକୁ ଚନ୍ଦ୍ରାସ୍ୱାମୀ ନାମରେ ପ୍ରସିଦ୍ଧ କରିପାରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କର ସେ ଥିଲେ ଅତି ନିକଟତମ । ତାଙ୍କ ସମୟରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ ।

ଚନ୍ଦ୍ରାସ୍ୱାମୀଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଡ୍‌ନି ଜନିତ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା ବୋଲି ଡାକ୍ତରମାନେ କହିଛନ୍ତି।

ଆଧାର