Content deleted Content added
No edit summary
୧ କ ଧାଡ଼ି:
== ''<code><sup>[[ମାଁଈMY ଲୱ୍LOVE ଷ୍ଟୋରୀSTORY ୨୦୧୭2017|ମୋ ପ୍ରେମ କହାଣି]]</sup></code>'' ==
 
== ସଦିନ ଥାଏ ଜନୁଆରୀ ୭ ତାରିଖ୍ !। ମାନେ ରୋଜ୍ ଡେ। ସବୁ ପ୍ରେମି ମାନଙ୍କ ପାଇଁ ଏହି ଦିନଟି ଖୁବ୍ ମହତ୍ତୋପୂର୍ଣ୍ଣ ଦିନଟିଏ। ଆଉ ମୁଁ ବି କେମିତି ବାଦ୍ ପଡିବି।ମୁଁ ବି ମୋ ପ୍ରେମ କୁ ଖୋଜି ବାକୁ ବାହାରି ପଡିଲି।ମୋତେ ଲଗୁଥାଏ ଯେ ମୋତେ କେହି ଜଣେ ହାତଠାରି ଡାକୁଛି।ମୋ ପାଇଁ କେହିଜଣେ ଅପେକ୍ଷା କରିଛି଼। ସତେ ଯେମିତି ଜନମ ଜନମ ର ସାଥି। ସତରେ ତାକୁ ଦେଖିବା ପାଇଁ ମନ ଭିତରେ ଯେମିତି ଏକ ଲହରି ଖେଳି ଯାଉଥାଏ଼। କଉଠି ସେ ଜାଣିନି , କମିତି ସେ ଦଖିବାକୁ ତାହା ବି ଜଣିନି। ହେଲେ ମନ ଭିତରେ କେହି ଜଣେ ଯେମିତି ଶାନ୍ତ୍ଵନା ଦେଉଥାଏ ରୋମିଓ ଆଗେଇ ଯା ଆଜି ତୋ ଜୁଲି ନିଶ୍ଚୟ ମିଳିବ। ଆଉ ସେଇ ଆଶା ନେଇ ମୁଁ ମୋ ଗନ୍ତବ୍ୟ ସ୍ତଳ କୁ ଆଗେଇ ଚାଲିଲି। ମୁଁ ଘରୁ ବର୍ଷା ସହିତ ଭୁବନେଶ୍ଵର ଯାଉଛି କହି ଘରୁ ବାହାରି ଆସିଲି !ଆସିଲି। ହେଲେ ମୁଁ ସଦିନ ଭୁନନେଶ୍ଵର ଯାଇ ନ ଥାଏ ! ଯାଉଥିଲି ସୁନିଲ୍ ର ଘର କୁ ! ସଦିନ ତାଙ୍କ ଗାଁ ରେ ଗୋଟ ମେଳା ଲାଗିଥାଏ ! ତାହା କାଉପୁର ରେ ଅନୁଷ୍ଟିତ ହଉଥାଏ ! ମୁଁ ପ୍ରାୟ ୧ ଟା ସମୟ ରେ ପହଞ୍ଚିଲି ! ସୁନିଲ୍ ସଦିନ ମେଳା ରେ ଥାଏ ହେଲେ ମୋତେ ନେବାପାଇଁ ସେ ଗାଡି ପଠାଇ ଥାଏ!ଥାଏ। ମୁଁ ତା ଘରେ ପ୍ରାୟ ୩ ଟା ସମୟ ରେ ପହଞ୍ଚିଲି ! ମୁଁ ପହଞ୍ଚିବା କିଛି ସମୟ ପରେ ତା ଭଉଣୀ ମାନେ (ପୂଜା) କଲେଜ୍ ରୁ ଫେରିଲା ! ହେଲେ ଆମେ ଆସିବା ବାଟରେ କେହି କହକୁ ଦେଖି ନଥିଲୁ ! ମୁଁ ଫ୍ରେଷଫ୍ରେଶ ହେଇ ଆସିଲି ତାପରେ ଆମେ ଦୁହେଁ ସାଙ୍ଗ ହେଇ ଖାଇଲୁ ! ତାପରେ ମୁଁ ଶୋଇ ପଡିଲି ! ଉଠିଲି ପ୍ରାୟ ୫ଟା ରେ ! ମୁଁ ପୂଜା କୁ ନେଇ ମେଳା ବୁଲିବାକୁ ଗଲି ! ଆମେ ସାଙ୍ଗ ହେଇ ମେଳା ରେ ବୁଲିଲୁ ପ୍ରଥମେ ଆମେ ସାଳନ୍ଦି ନଈରେ ଗୋଡ ଧୋଇଲୁ ଓ ସେଲ୍ଫି ନେଲୁ!ତାପରେ ଆମେ ମନ୍ଦିର କୁ ଗଲୁ ଠାକୁରଙ୍କ ଦଶର୍ନ କଲୁ । ସେଠାରେ ବି ଆମେ ଫୋଟୋ ଉଠାଇଲୁ!ହେଲେଉଠାଇଲୁ।ହେଲେ ତା ମନ ଭିତରେ କଣ ଅଛି ମୋ ପାଇଁ ଜାଣିବା ପାଇଁ ମୁଁ ତା ହାତକୁ ଧରିଲି ହେଲେ ମୁଁ ଜାଣି ନଥିଲି ସେ ବି ମୋତେ ଭଲ ପାଉଛି ହେଲେ ସେ ତା ଭାଇ ଡରରେ ସେ କିଛି କହି ପରୁନାହିଁପାରୁନାହିଁରେତା ହାତକୁ ଧରିବା ପରେ ମୁଁ ଅନୁଭବ କଲି କି ହୁଏତ ତା ମନରେ ମୋ ପାଇଁ କିଛି କିଛି ନିଶ୍ଚୟ ହେଉଥିବ଼। ତାପରେ ଆମେ ଗୁପ୍ ଚୁପ୍ ଖାଇଲୁ ,ଆଇସ୍ କ୍ରିମ୍ ଖାଇଲୁ, ଚାଟ୍ ଖାଇଲୁ। ତାପରେ ଆମେ ଗୋଟେ ଦୋକାନ କୁ ଗଲୁ କିଛି ଜିନିଷ କିଣି ବାକୁ। ସତରେ କାହିଁକି କେଜାଣି ମୋର ପୂଜା ପ୍ରତି ଭଲ ପାଇବା ଧିରେ ଧିରେ ବଢି ବଢି ଯାଉଥାଏ। ମୁଁ ଜାଣି ନଥିଲି ଯେ ମୁଁ କଣ କରୁଛି ଠିକ୍ କି ଭୁଲ୍ । କଥାରେ ଅଛି ପ୍ରେମ ମଣିଷ କୁ ଅନ୍ଧ କରିଦିଏ। ତାପରେ ମୁଁ ତାକୁ ଗୋଟେ ହାର୍ଟ୍ କିଣିକି ଦେଲି । ହେଲେ ସେ କାହିଁକି କେଜାଣି ଡରୁଥାଏ। ଶେଷରେ ଆମେ ରାତି ପ୍ରାୟ ୮ଟା ରେ ଘର କୁ ଫରିଲୁ। ତାପରେ ଆମେ ଖାଇକି ସୋଇଲୁ। ରାତିରେ ଶୋଇବା ବେଳେ ମୋତେ ବିଲ୍ କୁଲ୍ ନିଦ ନଥାଏ। ମୁଁ ଖାଲି ସନ୍ଧ୍ୟା ବେଳର ସେଇ ଘଟଣା କୁ ଭାବୁଥାଏ। ହେଲେ ଠିକ୍ ସେଇ ସମୟରେ ମୁଁ ଜାଣି ନ ଥିଲି ଯେ ପୁଜା ବି ମୋ କଥା ଭାବୁଛି । ସେଦିନ ତ ରାତିରେ ଆମେ ଦୁହେଁ ଠିକ୍ ସେ ଶୋଇନଥିଲୁ। ରାତି ପାହିଗଲା ସକାଳ ହୋଇଗଲା। ଦୁହେଁ ଟିକେ ଡେରି ରେ ଉଠିଲୁ଼। ବ୍ରଶ୍ କରି ସାରି ଆମେ ଜଳଖିଆ ଖାଇଲୁ । ପୂଜା ଗଲା ପଢିବାକୁ t.v room କୁ଼। କିଛି ସମୟ ଗଲା ପରେ ସେ ମୋତେ t.v ଦେଖିବାକୁ ଡାକିଲା। ଦୁହେଁ ସମିତି ଦୁହିଙ୍କ ମୁହଁକୁ ଚାହିଁଥାନ୍ତି। ଚାରିଆଡେ ଯେମିତି ନିରବତା। କାହାରି ମୁହଁରେ ଯେମିତି କିଛି ଭାଷା ନ ଥାଏ କହିବାକୁ। କିଛି ସମୟ ବ୍ୟବଧାନ ପରେ ସେ ମୋ ଆଡକୁ ହାତ ବଢେଇଲା। ହଠାତ୍ ତା ମୁହଁରୁ ବାହାରି ଆସିଲା ==