"ବୀର ହନୁମାନ ମନ୍ଦିର, ରାୟଗଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପୃଷ୍ଠା ତିଆରି
ଟିକେNo edit summary
୨ କ ଧାଡ଼ି:
[[File:Hanumana Temple, Rayagada.jpg|thumb|Hanumana Temple, Rayagada]]
[[ରାୟଗଡ଼ା ଜିଲ୍ଲା]] ସଦର ଅନ୍ତର୍ଗତ ପାହାଡ ଉପରେ ଏହି ମନ୍ଦିର ଅବସ୍ଥିତ । ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ।
[[ରାୟଗଡ଼ା]]ସହରର ବସସ୍ଟାଣ୍ଡରୁବସଷ୍ଟାଣ୍ଡରୁ ମାତ୍ରପ୍ରାୟ ୨ କିମି ଗଲେ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ । ମନ୍ଦିରଟି ସହରର ଉଚ୍ଚତମ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ମନ୍ଦିର ପାଖରୁ ସାରା ସହରର ଦୃଶ୍ୟ ଦେଖିହୁଏ ।
== ପୂଜା ==
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ।
୯ କ ଧାଡ଼ି:
== ଆଧାର ==
{{ଆଧାର}}
 
 
{{ହିନ୍ଦୁ ମନ୍ଦିର}}