"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
Psubhashish (ଆଲୋଚନା) ଙ୍କ ଦେଇ କରାଯାଇଥିବା 271359 ସଙ୍କଳନଟି ପଛକୁ ଫେରାଇନିଆଗଲା
୧୫ କ ଧାଡ଼ି:
}}
 
'''ତୁଳସୀ ମୁଣ୍ଡା''' [[ଓଡ଼ିଶା]]ରେ ଜନ୍ମିତା ଜଣେ ସମାଜସେବୀ । ସେ [[ବିନୋବା ଭାବେ]]ଙ୍କ ଦ୍ୱାରା ଆରମ୍ଭ ହୋଇଥିବା [[ଭୂଦାନ ଅାନ୍ଦୋଳନ]]ରେ ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ଆଦିବାସୀ ପିଲାଙ୍କ ପାଇଁ ୨୦ରୁ ଉର୍ଦ୍ଧ୍ୱ ଅାବାସିକ ବିଦ୍ୟାଳୟର ପରିଚାଳନା କରନ୍ତି ।<ref name=Book group=Book>{{cite book|last=Rai|first=Arbinda|title=Turning point|date=2016|publisher=Friend's publishers|location=cuttack|isbn=8174018638|page=247|pages=247}}</ref>
 
== ପ୍ରାରମ୍ଭିକ ଜୀବନ ==
୨୪ କ ଧାଡ଼ି:
 
==ଆଦିବାସୀ ବିକାଶ ମଞ୍ଚ==
ତୁଳସୀ ମୁଣ୍ଡା ଏକ ମହୁଲ ଗଛ ମୂଳରେ ମୁକ୍ତ ଶିକ୍ଷା ଦାନ ଆରମ୍ଭ କରିଥିଲେ । ଦିନ ବେଳା ପିଲାମାନେ ଖଣି ଖାଦାନରେ କାମ କରୁଥିବାରୁ ସଂଧ୍ୟାରେ ସେ ପାଠ ପଢ଼ାଉଥିଲେ । ପ୍ରଥମେ ୨୨ ଜଣ ତାଙ୍କ ପାଖକୁ ପାଠ ପଢ଼ିବା ପାଇଁଁ ଅାସିଥିଲେ । ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହାପରେ ସେ ଏକ ସ୍କୁଲ ଗଠନ କରିବା ପାଇଁଁ ସ୍ଥିର କରିଥିଲେ । ଏଥିପାଇଁ ଅର୍ଥ ଦାଉ ସାଜିଥିଲା। ଦିନକୁ ୨ ଟଙ୍କା ମଜୁରିରେ ଏକ ଖାଦାନରେ ସେ କାମ କରିଥିଲେ । ଏଥିରେ ପିଲାମାନଙ୍କ ପାଠପଢ଼ା ପ୍ରତି ଖର୍ଚ୍ଚ କରୁଥିଲେ। ତାଙ୍କ ଉତ୍ସାହ ଦେଖି ଗ୍ରାମବାସୀମାନେ ତାଙ୍କୁ ସହଯୋଗ କରିଥିଲେ । ଏହି ପିଲମାନଙ୍କ ପାଇଁଁ ସେ ଆଦିବାସୀ ବିକାଶ ମଞ୍ଚ ନାମକ ଏ ସଂଗଠନ ଗଠନ କରିଥିଲେ । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାମାନେ ମାଗଣାରେ ପାଠ ପଢ଼ୁଛନ୍ତି । ଅାଜି ଓଡ଼ିଶାର ପ୍ରାୟ ୪ ହଜାରରୁ ୫ ହଜାର ଆଦିବାସୀ ପିଲା ଏହି ସ୍କୁଲରେ ପାଠ ପଢ଼ୁଛନ୍ତି ।
 
== ପୁରସ୍କାର ==