"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୂର୍ଣ୍ଣଚ୍ଛେଦ ସବୁବେଳେ ଛାଡ଼ିକି ରହେ । "ବାକ୍ୟ।" ନୁହେଁ "ବାକ୍ୟ ।"
No edit summary
୧୫ କ ଧାଡ଼ି:
}}
 
'''ତୁଳସୀ ମୁଣ୍ଡା''' [[ଓଡ଼ିଶା]]ରେ ଜନ୍ମିତା ଜଣେ ସମାଜସେବୀ । ସେ [[ବିନୋବା ଭାବେ]]ଙ୍କ ଦ୍ୱାରା ଅାରମ୍ଭ ହୋଇଥିବା [[ଭୂଦାନ ଅାନ୍ଦୋଳନ]]ରେ ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ । ଅାଦିବାସୀଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ଆଦିବାସୀ ପିଲାଙ୍କ ପାଇଁ ୨୦ରୁ ଉର୍ଦ୍ଧ୍ୱ ଅାବାସିକ ବିଦ୍ୟାଳୟର ପରିଚାଳନା କରନ୍ତି ।<ref name=Book group=Book>{{cite book|last=Rai|first=Arbinda|title=Turning point|date=2016|publisher=Friend's publishers|location=cuttack|isbn=8174018638|page=247|pages=247}}</ref>
 
== ପ୍ରାରମ୍ଭିକ ଜୀବନ ==
୨୩ କ ଧାଡ଼ି:
୧୯୬୩ ମସିହାରେ ସନ୍ଥ [[ବିନୋବା ଭାବେ]] ଓଡ଼ିଶା ଅାସିଥିଲେ । ଅସହାୟ ଗରିବଙ୍କ ପାଇଁ ବିନୋବା ତାଙ୍କର ଜମି ଦାନ କରିଦେଇଥିଲେ । ତାଙ୍କ ଦ୍ୱାରା ତୁଳସୀ ଅନୁପ୍ରେରିତ ହୋଇଥିଲେ । ଭୂଦାନ ଅାନ୍ଦୋଳନ ପାଇଁ ଆୟୋଜିତ ଶାନ୍ତି ସୈନିକ ତାଲିମ ପାଇଁଁ ତୁଳସୀ [[ମଧ୍ୟ ପ୍ରଦେଶ]] ଚାଲିଯାଇଥିଲେ । ସେହିଠାରୁ ତାଙ୍କ ସମାଜସେବା ଆରମ୍ଭ ହେଲା। ସେଠାରେ ଓଡ଼ିଶାର [[ଅଣ୍ଣପୂର୍ଣ୍ଣା ଦାଶ]], [[ନିର୍ମଳା ଦେଶପାଣ୍ଡେ]]ଙ୍କ ସହ କାମ କରିଥିଲେ । ତାଲିମ ନେଇ ନିଜ ଗ୍ରାମକୁ ଫେରିବା ପରେ ଅଞ୍ଚଳର ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପିଲା ଶିକ୍ଷାର ଅାଲୋକରୁ କୋଷେ ଦୂରରେ ଥିବା ସେ ଦେଖିଥିଲେ। ଓଡ଼ିଶା ଫେରିବା ପରେ ସମାଜସେବୀ [[ମାଳତୀ ଚୌଧୁରୀ]], [[ରମାଦେବୀ]], ନିର୍ମଳା ଦେଶପାଣ୍ଡେଙ୍କ ସଂଶ୍ପର୍ଷରେ ଅାସିବା ପରେ ତାଙ୍କ ଜୀବନର ଦିଗରେ ପରିବର୍ତ୍ତନ ହୋଇଥିଲା। ଯୋଡ଼ା, ବଡ଼ବିଲ ଅଞ୍ଚଳର ଖଣିରେ କରୁଥିବା ଶ୍ରମିକମାନଙ୍କ ପିଲାମାନେ ଅର୍ଥାଭାବରୁ ପାଠପଢ଼ି ପାରୁନଥିଲେ। ଏହି ପିଲାମାନଙ୍କୁ ନିଃଶୁଳ୍କ ପାଠ ପଢ଼ାଇବା ପାଇଁଁ ସେ ସ୍ଥିର କରିଥିଲେ । ୧୯୬୪ ମସିହୋର ସ୍କୁଲ ଆରମ୍ଭ ହୋଇଥିଲା । [[ଉତ୍କଳ ନବଜୀବନ ମଣ୍ଡଳ]], [[ଉତ୍କଳ ସବୋଦୟ ମଣ୍ଡଳ]], [[ଗାନ୍ଧୀ ସ୍ମାରକ ନିଧି]], [[ବନବାସୀ ସେବା ସମିତି]], [[ଜନସଚେତନା ମଣ୍ଡଳ]], [[ମା' ରମାଦେବୀ ଗ୍ରାମ ସଂଗଠନ]] ଓ [[ରେଡକ୍ରସ]] ସହ ତୁଳସୀ କାମ କରଛନ୍ ତି। ଆନ୍ତର୍ଜାତୀୟ ସ୍ତରରେ ଆମେରିକାର [[ଇଣ୍ଡିଆ ଲିଟେରାସି ପ୍ରୋଜେକ୍ଟ୍]], [[ଜର୍ମାନୀ ଇ.ଜେଡ୍‌.ଇ]] ସଂସ୍ଥା ଓ [[ସୁଇଡେନ୍‌ ଆଲବମ୍‌]] ସଂସ୍ଥା ସହ ସେ କାମ କରିଛନ୍ତି ।<ref>{{cite news|url=http://jewelsofindia.blogspot.in/2012/08/tulasi-munda-orissa.html}}</ref>
 
==ଅାଦିବାସୀଆଦିବାସୀ ବିକାଶ ମଞ୍ଚ==
ତୁଳସୀ ମୁଣ୍ଡା ଏକ ମହୁଲ ଗଛ ମୂଳରେ ମୁକ୍ତ ଶିକ୍ଷା ଦାନ ଅାରମ୍ଭ କରିଥିଲେ । ଦିନ ବେଳା ପିଲାମାନେ ଖଣି ଖାଦାନରେ କାମ କରୁଥିବାରୁ ସଂଧ୍ୟାରେ ସେ ପାଠ ପଢ଼ାଉଥିଲେ । ପ୍ରଥମେ ୨୨ ଜଣ ତାଙ୍କ ପାଖକୁ ପାଠ ପଢ଼ିବା ପାଇଁଁ ଅାସିଥିଲେ । ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହାପରେ ସେ ଏକ ସ୍କୁଲ ଗଠନ କରିବା ପାଇଁଁ ସ୍ଥିର କରିଥିଲେ । ଏଥିପାଇଁ ଅର୍ଥ ଦାଉ ସାଜିଥିଲା। ଦିନକୁ ୨ ଟଙ୍କା ମଜୁରିରେ ଏକ ଖାଦାନରେ ସେ କାମ କରିଥିଲେ । ଏଥିରେ ପିଲାମାନଙ୍କ ପାଠପଢ଼ା ପ୍ରତି ଖର୍ଚ୍ଚ କରୁଥିଲେ। ତାଙ୍କ ଉତ୍ସାହ ଦେଖି ଗ୍ରାମବାସୀମାନେ ତାଙ୍କୁ ସହଯୋଗ କରିଥିଲେ । ଏହି ପିଲମାନଙ୍କ ପାଇଁଁ ସେ ଅାଦିବାସୀଆଦିବାସୀ ବିକାଶ ମଞ୍ଚ ନାମକ ଏ ସଂଗଠନ ଗଠନ କରିଥିଲେ । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅାଦିବାସୀଆଦିବାସୀ ପିଲାମାନେ ମାଗଣାରେ ପାଠ ପଢ଼ୁଛନ୍ତି । ଅାଜି ଓଡ଼ିଶାର ପ୍ରାୟ ୪ ହଜାରରୁ ୫ ହଜାର ଅାଦିବାସୀଆଦିବାସୀ ପିଲା ଏହି ସ୍କୁଲରେ ପାଠ ପଢ଼ୁଛନ୍ତି ।
 
== ପୁରସ୍କାର ==