"ଡେଜି ଶାହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୬ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ==
ଡେଜି ୨୫ ଅଗଷ୍ଟ ୧୯୮୪ରେ ମହାରଷ୍ଟ୍ରର ଏକ ଗୁଜୁରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ ।<ref name="times1">{{cite web|last1=Gupta|first1=Priya|title=Salman sir’s nature is just like my father’s: Daisy Shah|url=http://timesofindia.indiatimes.com/entertainment/hindi/bollywood/news/salman-khan-jai-ho-How-did-Daisy-Shah-get-Salmans-Jai-Ho/articleshow/28334854.cms|website=The Times of India|accessdate=19 May 2017|date=4 January 2014}}</ref> ସେ ଛୋଟବେଳୁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ନୃତ୍ୟ ଶିକ୍ଷା କରିଥିଲେ । ୨୦୦୩ ମସିହାରେ ଡେଜି ନୃତ୍ୟଗୁରୁ ଗଣେଶ ଆଚାର୍ଯ୍ୟଙ୍କ ସ‌ହ ଜମିନ୍ ଏବଂ ଖାକି ଭଳି ହିନ୍ଦୀ କଥାଚିତ୍ରରେ ନୃତ୍ୟ ଶିକ୍ଷା ଦେଇଥିଲେ ।<ref>[https://web.archive.org/web/20130518083904/http://www.hindustantimes.com/Entertainment/Bollywood/Bigg-Boss-contestant-Sana-to-star-opposite-Salman-Khan/Article1-1027362.aspx Bigg Boss contestant Sana to star opposite Salman Khan?]. ''Hindustan Times''. 16 March 2013</ref>
 
==ଅଭିନୟ ଜୀବନ==