"ଡେଜି ଶାହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୦ କ ଧାଡ଼ି:
| known for =
| yearsactive = ୨୦୦୫-ଏବେଯାଏଁ
| website = [[www.daisyshah.com]]
}}
 
'''ଡେଜି ଶାହା''' (ଜନ୍ମ: ୨୫ ଅଗଷ୍ଟ ୧୯୮୪) ଜଣେ ଭାରତୀଯ କଥାଚିତ୍ର ଅଭିନେତ୍ରୀ, ମଡେଲ, ନର୍ତ୍ତକୀ ଏବଂ ନୃତ୍ୟ ଶିକ୍ଷିକା ।<ref name=IBN>[http://ibnlive.in.com/photogallery/15145.html Dancer, model, 'Jai Ho' heroine: Who is Daisy Shah? – IBNLive]. Ibnlive.in.com. Retrieved on 19 May 2017.</ref><ref name=BIO>[http://entertainment.oneindia.in/celebs/daisy-shah/biography.html Daisy Shah Biography, Daisy Shah – Biography at Oneindia]. Entertainment.oneindia.in. Retrieved on 19 May 2017.</ref><ref name=DNA>[http://www.dnaindia.com/entertainment/report-will-salman-khan-s-jai-ho-girl-daisy-shah-make-it-big-in-bollywood-1954456 Will Salman Khan's 'Jai Ho' girl Daisy Shah make it big in Bollywood? – Entertainment – DNA]</ref> ସେ ନୃତ୍ୟଗୁରୁ ଗଣେଶ ଆଚାର୍ଯ୍ୟଙ୍କ ସ‌ହ ୧୦ବର୍ଷ ଧରି କାମ କରିଥିଲେ ।<ref name=TopCelebs>[http://topcelebs.org/daisy-shah-biography/ Daisy Shah Biography]. TopCelebs. Retrieved on 19 May 2017.</ref> ୨୦୧୦ରେ ସେ ଏକ ମଲାୟଲମ୍ ଏବଂ ତାମିଲ ଦ୍ୱିଭାଷୀ କଥାଚିତ୍ର ବନ୍ଦେ ମାଆତରମରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୧ରେ କନ୍ନଡ଼ ଚଳଚ୍ଚିତ୍ର ବଡିଗାର୍ଡ଼ ଜରିଆରେ ମୁଖ୍ୟ ଭୂମିକାରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।<ref name =SpellCeleb>{{cite web|title=Daisy Shah Biograpshy|url=http://spellceleb.com/daisy-shah-hate-story-3-wiki-marriage-personal-life-profile/|website=spellceleb.com|ref=Her acting career got boost up from a Kannada movie “Bodyguard}}</ref> ଏହାପରେ ସେ ୨୦୧୪ରେ ଅଭିନେତା [[ସଲମାନ ଖାଁ]]ଙ୍କ ସ‌ହ ଜୟ ହୋ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।<ref name="DNA"/> ୨୦୧୫ରେ ସେ ହେଟ୍ ଷ୍ଟୋରୀ- ୩ରେ ଅଭିନେତା ସର୍ମଣ ଜୋସୀ, [[ଜରୀନ ଖାନ]]ଙ୍କ ସ‌ହ ଅଭିନୟ କରିଥିଲେ ।<ref>{{cite news|title=Watch Zareen Khan & Daisy Shah in Hot ever before-'Hate Story 3' Official Trailer|url=http://www.firstshowreview.com/2015/10/watch-zareen-khan-daisy-shah-in-hot.html|accessdate=ଜରୀନ ଖାନ}}</ref>
 
==ପ୍ରାରମ୍ଭିକ ଜୀବନ==
 
==ଅଭିନୟ ଜୀବନ==
 
==ଅଭିନୀତ କଥାଚିତ୍ର==
 
 
==ଆଧାର==