"ଉଦୟ ଭାନୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୮ କ ଧାଡ଼ି:
 
==ଅଭିନୟ ଜୀବନ==
ଭାନୁ ୧୯୯୪ରେ ଆର୍. ନାରାୟଣ ମୂର୍ତ୍ତୀଙ୍କର ଚଳଚ୍ଚିତ୍ର '''ଏରା ସୈନ୍ୟମ୍''' ଜରିଆରେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଦୂରଦର୍ଶନର ''ହର୍ଲିକ୍ସ ହୃଦୟାଞ୍ଜଳୀ'' କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଏବଂ ଗାୟିକା ଭାବରେ କାର୍ଯ୍ୟ କରିଥିଲେ । ''କୋଣ୍ଡାଭୀତି ସିଂହାସନମ୍'', ''କ୍ୱାଇଦି ବ୍ରଦର୍ସ'' ଏବଂ ''ଶ୍ରାବଣ ମାସମ୍'' ଭଳି କିଛି ତେଲୁଗୁ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ କିଛି କନ୍ନଡ଼ ଚଳଚ୍ଚିତ୍ରରେ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରଥିଲେ ।<ref name="idlebrain.com"/> ସେ ତିନୋଟି ତେଲୁଗୁ ଚଳଚ୍ଚିତ୍ର ''ଆପ୍‌ଡ଼ା ମୋକ୍କୁଲା ବାଡ଼ୁ'', ''ଲିଡ଼ର୍'' ଏବଂ ''ଜୁଲାଇ''ରେଜୁଲାଇ‌ରେ ଆଇଟମ୍ ନୃତ୍ୟ ମଧ୍ୟ କରିଥିଲେ ।<ref name="bhanu"/>
 
==ଅଭିନୀତ କଥାଚିତ୍ର==
୨୮ କ ଧାଡ଼ି:
| ୧୯୯୫ || ଭେତାଗାଡ଼ୁ || || ତେଲୁଗୁ ||
|-
| ୧୯୯୭ || Aliyaଅଲିୟା Allaଆଲ୍ଲା Magalaମାଗଲା Gandaଗଣ୍ଡା || || କନ୍ନଡ଼ ||
|-
| rowspan="3"| ୨୦୦୨ || Qaidiକ୍ୱାଇଦି Brothersବ୍ରଦର୍ସ || || ତେଲୁଗୁ ||
|-
| Kondaveetiକୋଣ୍ଡାଭୀତି Simhasanamସିଂହାସନମ୍ || || ତେଲୁଗୁ ||
|-
| Policeପୋଲିସ୍ No.ନଂ 1 || || ତେଲୁଗୁ ||
|-
| ୨୦୦୩ || Bastiବସ୍ତି Meinମେଁ Sawalସାୱଲା || || ତେଲୁଗୁ ||
|-
| ୨୦୦୫ || Shravanaଶ୍ରାବଣ Masamମାସମ୍ || || ତେଲୁଗୁ ||
|-
| ୨୦୦୮ || Aapadaଆପ୍‌ଡ଼ା Mokkulaମୋକ୍କୁଲା Vaaduବାଡ଼ୁ || || ତେଲୁଗୁ ||
|-
| ୨୦୧୦ || Leaderଲୀଡର || || ତେଲୁଗୁ ||
|-
| ୨୦୧୨ || Julaiଜୁଲାଇ<ref name="bhanu">{{cite web|url=http://timesofap.com/cinema/udayabhanu-to-shake-legs-with-allu-arjun-in-julayi-title-song/|title=Udayabhanu to shake legs with Allu Arjun in Julayi Title Song |date=19 July 2012 |accessdate=20 July 2012}}</ref> || || ତେଲୁଗୁ ||
|-
| ୨୦୧୩ || Madhumati || ମଧୁମତି || ତେଲୁଗୁ || ମୁଖ୍ୟ ଭୂମିକା<ref name="Udaya Bhanu as Sex Worker">{{citation|url=http://www.gulte.com/movienews/13540/Top-Telugu-Anchor-as-Sex-Worker|title=Top Telugu Anchor as Sex Worker}}</ref><ref name="Udaya Bhanu as Madhumati">{{citation|url=http://www.kinema2cinema.com/telugu-movie-news/udayabhanu-to-sparkle-as-madhumati-290.html|title=Udayabhanu to sparkle as 'Madhumati'}}</ref>
"https://or.wikipedia.org/wiki/ଉଦୟ_ଭାନୁ"ରୁ ଅଣାଯାଇଅଛି