"ତବୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removed Category:ଅଭିନେତ୍ରୀ using HotCat
No edit summary
୧୩ କ ଧାଡ଼ି:
}}
 
'''ତବସୁମ୍'‌ତବସୁମ୍ ଫାତିମା ହାସିମ୍ହାସିମ୍‌''' (ଜନ୍ମ: ୪ ନଭେମ୍ବର ୧୯୭୧), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ<ref name=encyclo/><ref>{{cite web|publisher=CNN-IBN|title=Birthday special: Tabu's 10 best performances over the years|date=4 November 2014|url=http://ibnlive.in.com/photogallery/17154.html}}</ref> ଯେ କଥାଚିତ୍ର ଜଗତରେ '''ତବୁ'''‌ତବୁ‌ ନାମରେ ପରିଚିତ । ତବୁ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ବ୍ୟତୀତ ଇଂରାଜୀ, ତେଲୁଗୁ, ତାମିଲ, ମାଲାୟଲମ୍, ମରାଠି ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ତବୁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥି ସ‌ହ ସେ ୬ଥର ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ଯେଉଁଥିରେ ୪ଟି କ୍ରିଟିକ୍ସଙ୍କ ପସନ୍ଦର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ୨୦୧୧ରେ ତବୁଙ୍କୁ ଭାରତ ସରକାରଙ୍କ ତରଫରୁ [[ପଦ୍ମଶ୍ରୀ]] ସମ୍ମାନ ପ୍ରଦାନ କରାଯାଇଥିଲା ।<ref name="padma">[http://pib.nic.in/newsite/erelease.aspx?relid=69364 Padma Awards Announced]. Ministry of Home Affairs. 25 January 2011</ref>
 
ତବୁ '''ହୁ‌ହୁ ତୁ ତୁ'''ତୁ‌, '''ମାଚିସ୍'''‌ମାଚିସ୍‌, '''ବିରାସତ୍'''‌ବିରାସତ୍‌, '''ଚାନ୍ଦିନି‌ଚାନ୍ଦିନି ବାର୍'''ବାର୍‌, '''ଚିନି‌ଚିନି କମ୍'''କମ୍‌, '''ହାଇଦର୍'''‌ହାଇଦର୍‌, '''ଦୃଶ୍ୟମ୍'''‌ଦୃଶ୍ୟମ୍‌, '''ଫିତୁର୍'''‌ଫିତୁର୍‌, '''ଫନା'''‌ଫନା‌, '''ବିବି‌ବିବି ନଂ-୧'''୧‌, '''ହମ୍‌ହମ୍ ସାଥ୍ ସାଥ୍ ହେ'''ହେ‌ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଇଂରାଜୀ ଚଳଚ୍ଚିତ୍ର '''ଲାଇଫ୍‌ଲାଇଫ୍ ଅଫ୍ ପାଇ'''ପାଇ‌, '''ଦ‌ଦ ନମସେକ୍'''ନମସେକ୍‌, '''ଆଙ୍ଗ‌ଆଙ୍ଗ ଲି'''ରେଲି‌ରେ ଅଭିନୟ କରିଥିଲେ ।<ref name="tabu">{{cite news|author=Bose, Derek|newspaper=The Tribune|title=Cut above the rest|date=19 July 2009|accessdate=14 April 2017|url=http://www.tribuneindia.com/2009/20090719/spectrum/main5.htm}}</ref>
 
==ପ୍ରାରମ୍ଭିକ ଜୀବନ==
୨୧ କ ଧାଡ଼ି:
 
==ଅଭିନୟ ଜୀବନ==
୧୯୮୦ରେ ତବୁ '''ବଜାର୍'''‌ବଜାର୍‌ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ପରେ ୧୯୮୫ରେ ୧୪ ବର୍ଷ ବୟସରେ '''ହମ୍‌ହମ୍ ନୌଜବାନ୍'''ନୌଜବାନ୍‌ ଚଳଚ୍ଚିତ୍ରରେ [[ଦେବ ଆନନ୍ଦ]]ଙ୍କ ଝିଅ ଭାବରେ ସେ ଅଭିନୟ କରିଥିଲେ । ନାୟିକା ଭାବରେ ତବୁ ତେଲୁଗୁ ଚଳଚ୍ଚିତ୍ର '''କୁଲି‌କୁଲି ନଂ ୧'''ରେ୧‌ରେ [[ଭେଙ୍କଟେଶ ଦଗୁପତି]]ଙ୍କ ସ‌ହ ଅଭିନୟ କରିଥିଲେ । ଏହା ପରେ ତବୁ ହିନ୍ଦୀ, ଇଂରାଜୀ, ତାମିଲ, ମାଲାୟଲମ୍, ମରାଠୀ, ବଙ୍ଗଳା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
 
ତବୁ ଅଭିନୟ କରିଥିବା କିଛି ହିନ୍ଦୀ ଚଳଚ୍ଚିତ୍ର ହେଲା: '''ହୁ‌ହୁ ତୁ ତୁ'''ତୁ‌, '''ମାଚିସ୍'''‌ମାଚିସ୍‌, '''ବିରାସତ୍'''‌ବିରାସତ୍‌, '''ଚାନ୍ଦିନି‌ଚାନ୍ଦିନି ବାର୍'''ବାର୍‌, '''ଚିନି‌ଚିନି କମ୍'''କମ୍‌, '''ହାଇଦର୍'''‌ହାଇଦର୍‌, '''ଦୃଶ୍ୟମ୍'''‌ଦୃଶ୍ୟମ୍‌, '''ଫିତୁର୍'''‌ଫିତୁର୍‌, '''ଫନା'''‌ଫନା‌, '''ବିବି‌ବିବି ନଂ-୧'''୧‌, '''ହମ୍‌ହମ୍ ସାଥ୍ ସାଥ୍ ହେ'''ହେ‌ । ଇଂରାଜୀ ଚଳଚ୍ଚିତ୍ର '''ଲାଇଫ୍‌ଲାଇଫ୍ ଅଫ୍ ପାଇ'''ପାଇ‌, '''ଦ‌ଦ ନମସେକ୍'''ନମସେକ୍‌, '''ଆଙ୍ଗ‌ଆଙ୍ଗ ଲି'''ରେଲି‌ରେ ମଧ୍ୟ ତବୁ ଅଭିନୟ କରିଥିଲେ ।<ref name="tabu"/>
 
==ବନ୍ୟଜନ୍ତୁ ବିବାଦ==
୧୯୯୮ ମସିହାରେ ତବୁଙ୍କ ଦୁଇଟି [[କୃଷ୍ଣସାର ମୃଗ]]ର ହତ୍ୟା ମାମଲାର ଆରୋପ ଲାଗିଥିଲା । '''ହମ୍‌ହମ୍ ସାଥ୍ ସାଥ୍ ହେ'''ହେ‌ ଚଳଚ୍ଚିତ୍ରର ସୁଟିଂ ବେଳେ ତବୁଙ୍କ ସ‌ହ କଳାକାର [[ସଲମାନ ଖାଁ]], [[ସୈଫ ଅଲ୍ଲୀ ଖାନ]], [[ସୋନାଲୀ ବିନ୍ଦ୍ରେ]] ଏବଂ '''ନୀଲମ୍‌ନୀଲମ୍ କୋଠାରୀ'''ଙ୍କକୋଠାରୀ‌ଙ୍କ ଉପରେ କୃଷ୍ଣସାର ମୃଗ ହତ୍ୟା ଅରୋପ ଲାଗିଥିଲା ।<ref>{{cite web|title=Blackbuck case: Tabu, Salman, Saif charged with poaching|date=25 August 2007|url=http://www.hindu.com/2007/08/25/stories/2007082557720100.htm|publisher=hindi.com|accessdate=14 April 2017}}</ref>
 
==ଅଭିନୀତ କଥାଚିତ୍ର==
"https://or.wikipedia.org/wiki/ତବୁ"ରୁ ଅଣାଯାଇଅଛି