"ବିଟକଏନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ପୂର୍ବରୁ ବିଟ୍‌କଏନ ଏକ ଵର୍ଚୁଆଲ ମୁଦ୍ରା ଭାବରେ ଜଣା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
ବିଟ କଏନ ଏକ ଗୁପ୍ତ ମୁଦ୍ରା ଭାବରେ ପରିଚିତ । ସାଂଖିକ ଦେଣନେଣର ଏକ ମାଧ୍ୟମ ଅଟେ ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା [[ସତୋଶୀ ନାକାମୋତୋ]]ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀ ଦ୍ବାର ଉଦ୍ଭାବିତ ହୋଇଥିଲା ଓପନ ସୋର୍ସରେ ୨୦୦୯ ମସିହାରେ ଆସିଥିଲା ।
ପୂର୍ବରୁ ବିଟ୍‌କଏନ ଏକ ଵର୍ଚୁଆଲ ମୁଦ୍ରା ଭାବରେ ଜଣା ଯାଉଥିଲେ ମଧ୍ୟ କ୍ରମଶଃ ଏହି ମୁଦ୍ରାର ପ୍ରଭାବ ଇତିମଧ୍ୟରେ ଏତେ ମାତ୍ରାରେ ବଢି ଯାଇଛି ତାହା ଏହି ସାଇବର ଆକ୍ରମଣ ପରେ ବିଶ୍ୱବାସୀ ବୁଝି ପାରିଛନ୍ତି ।
 
ପୂର୍ବରୁ ବିଟକଏନ ଏକ ଵର୍ଚୁଆଲ ମୁଦ୍ରା ଭାବରେ ଜଣା ଯାଉଥିଲା । ଏହା ଏକ ଭାର୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ୱର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏହି ମୁଦ୍ରାକୁ କୌଣସି ବ୍ୟାଙ୍କ ଦ୍ୱାରା ଜାରି କରାଯାଇ ନାହିଁ । ଯେହେତୁ ଏହା କୌଣସି ଦେଶ ଦ୍ୱାରା ଜାରି କରାଯାଇ ନାହିଁ ତେଣୁ ଏହା ଉପରେ କୌଣସି ଟିକସ ବ୍ୟବସ୍ଥା ମଧ୍ୟ ନାହିଁ । ବିଟ କଏନ୍ ଏକ ଗୁପ୍ତ ମୁଦ୍ରା ଭାବରେ ପରିଚିତ । ଆବଶ୍ୟକ ସମୟରେ ଏହାକୁ ସରକାରଙ୍କଠାରୁ ଲୁଚାଇ ରଖାଯାଇ ପାରିବ । ବିଟ କଏନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ପ୍ରାରମ୍ଭିକ ସମୟରେ କମ୍ପ୍ୟୁଟରରେ ଜଟିଳ କାର୍ଯ୍ୟ ପ୍ରତିବଦଳରେ ଏହି ବିଟ କଏନ ରୋଜଗାର କରାଯାଉ ଥିଲା । ଯେହେତୁ କଏନ୍କଏନ କୋଡ଼ ଦ୍ୱାରା ପ୍ରସ୍ତୁତ କରାଯାଇ ଥାଏକରାଯାଇଥାଏ, ତେଣୁ ଏହାକୁ ନଷ୍ଟ କିମ୍ବା ଜବତ କରିବା ଅସମ୍ଭବ । ଏକ ଅନୁମାନ ଅନୁଯାୟୀ ସମ୍ପ୍ରତ୍ତି ସମଗ୍ର ବିଶ୍ୱରେ ଦେଢ କୋଟି ବିଟ କଏନର ପ୍ରଚଳନ ହେଉଛି । ବିଟ କଏନ କିଣିବାକୁ ହେଲେ ବ୍ୟକ୍ତିଙ୍କୁ ନିଜ ଠିକଣା ପଞ୍ଜିକୃତ କରିବାକୁ ପଡ଼େ । ଏହି ଠିକଣା ପରବର୍ତ୍ତୀ ସମୟରେ ୨୭-୩୪ଟି୨୭ରୁ୩୪ଟି ଅକ୍ଷର ଓ ସଂଖ୍ୟା ବିଶିଷ୍ଟ କୋଡ ରକୋଡରେ ପରିଣତ ହୋଇଯାଇ ଏହି କୋଡ କଏନ କିଣାବିକାର ଏକମାତ୍ର ମାଧ୍ୟମରେ ପରିଣତ ହୋଇଥାଏ । ଏଭଳି ଭାର୍ଚୁଆଲ ଠିକଣାର କୌଣସି ତଥ୍ୟକୁ ସଂରକ୍ଷଣ କରାଯାଉ ନଥିବାରୁ କଏନ ବ୍ୟବହାରକାରୀ ନିଜ ଠିକଣା ଗୁପ୍ତ ରଖିପାରେ । ଏହି ଗୁପ୍ତ ଠିକଣା ବିଟ୍‌କଏନବିଟକଏନ ବ୍ୟାଗ୍‌ରେବ୍ୟାଗରେ ରହିବା ସହ ବିଟ୍‌କଏନବିଟକଏନ ମଧ୍ୟ ସଂରକ୍ଷିତ ରଖାଯାଏ ।
 
==ପ୍ରଚଳନ==
ଵର୍ଚୁଆଲ କରେନ୍ସି ତଥା ବିଟ୍‌କଏନରବିଟକଏନର ଲୋକପ୍ରିୟତାର ପ୍ରମାଣ ୨୦୧୭ ମାର୍ଚ୍ଚରେ ପ୍ରମାଣିତ ହୋଇଥିଲା । ଗୋଟିଏ ବିଟ୍‌କଏନରବିଟକଏନର ମୂଲ୍ୟ ୩୧.୧୦୩ଗ୍ରାମ ସୁନାଠାରୁ ଅଧିକ ହୋଇଯାଇଛି । ୨ମାର୍ଚ୍ଚ ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ବିଟ୍‌କଏନର ମୂଲ୍ୟବିଟକଏନରମୂଲ୍ୟ ୧୨୬୮ଡଲାରରେ ପହଞ୍ଚିଥିଲା, ସେତେବେଳେ ୧୨୩୩ ଡଲାରରେ ୩.୧୦୩ଗ୍ରାମ ସୁନା ବିକ୍ରି ହେଉଥିଲା । ବିଟକଏନର ଲୋକପ୍ରିୟତା ବାସ୍ତବରେ ସମଗ୍ର ବିଶ୍ୱର ଅର୍ଥନୀତିକୁ ସମାନ୍ତରାଳରେ ପରିଚାଳିତ ହେଉଥିଲେ ମଧ୍ୟ ଏହାର ବିଶ୍ୱାସନୀୟତାକୁ ନେଇ କେତେକ ଅର୍ଥନୈତିକ ସନ୍ଦେହ ପ୍ରକାଶ କରିଛନ୍ତି ।ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା [[ଡଲାର]] ଅଧୀନରେ ରହିଥିଲେ ମଧ୍ୟ ବିଟକଏନ ଅର୍ଥବ୍ୟବସ୍ଥାରେ ନିଜ ସ୍ୱତନ୍ତ୍ରତା ରକ୍ଷା କରି ଆସିଛି ।
 
===ଅପରାଧ===
ବିଟ୍‌କଏନର ଲୋକପ୍ରିୟତା ବାସ୍ତବରେ ସମଗ୍ର ବିଶ୍ୱର ଅର୍ଥନୀତିକୁ ସମାନ୍ତରାଳରେ ପରିଚାଳିତ ହେଉଥିଲେ ମଧ୍ୟ ଏହାର ବିଶ୍ୱାସନୀୟତାକୁ ନେଇ କେତେକ ଅର୍ଥନୈତିକ ସନ୍ଦେହ ପ୍ରକାଶ କରିଛନ୍ତି ।ମାତ୍ର କିଛି ଦିନ ପୂର୍ବେ ରୁଷ ସମେତ ଏକାଧିକ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବନ୍ଧକ ରଖି ୬୦୦ ବିଟକଏନ ଦାବି କରିଥିଲେ ।
ରେନ୍ସମ୍‌କିଛି ୱେରଦିନ ପୂର୍ବେ ରୁଷ ସମେତ ଏକାଧିକ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବନ୍ଧକ ରଖି ୬୦୦ ବିଟକଏନ ଦାବି କରିଥିଲେ । ରେନସସମୱେର ଭାଇରସ ତଥା ୱାନାକ୍ରାଏ ୱର୍ମ ଦ୍ୱାରା ସମଗ୍ର ବିଶ୍ୱର ୨ଲକ୍ଷରୁ ଊଦ୍ଧ୍ୱର୍ଊଦ୍ଧ୍ୱର କମ୍ପୁଟରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକର ବନ୍ଧକ କରି ନେଇଥିଲେ ହ୍ୟାକର । ଏହି ଭାଇରସ କୌଣସି ନେଟୱାର୍କରେ ପ୍ରବେଶ କରିବା ପରେ ଉକ୍ତ ନେଟୱାର୍କରେ ପରିଚାଳିତ କମ୍ପ୍ୟୁଟରରେ ଫାଇଲଗୁଡ଼ିକକୁ ବିନା ଅନୁମତିରେ ଲକ କରି ଦେଇଥାଏ । ଫଳରେ କମ୍ପୁଟର ବ୍ୟବହାରକାରୀଙ୍କୁ ନିଜ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ତଥ୍ୟକୁ ଫେରି ପାଇବାକୁ ହେଲେ ହ୍ୟାକରଙ୍କ ଦାବି ମୁତାବକ ଟଙ୍କା ଦେବାକୁ ପଡପଡ଼େ ତେବେ ନିକଟରେ ହୋଇଥିବା ବଡ଼ଏଭଳି ହ୍ୟାକିଂରେ ହ୍ୟାକରମାନେ ବିଟ୍‌କଏନବିଟକଏନ ଦାବି କରନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ଯେ, ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା ଡଲାର ଅଧୀନରେ ରହିଥିଲେ ମଧ୍ୟ ବିଟ୍‌କଏନବିଟକଏନ ଆଜି ମଧ୍ୟ ଅର୍ଥବ୍ୟବସ୍ଥାରେ ନିଜ ସ୍ୱତନ୍ତ୍ରତା ରକ୍ଷା କରି ଆସିଛି ।
 
ରେନ୍ସମ୍‌ ୱେର ଭାଇରସ ତଥା ୱାନାକ୍ରାଏ ୱର୍ମ ଦ୍ୱାରା ସମଗ୍ର ବିଶ୍ୱର ୨ଲକ୍ଷରୁ ଊଦ୍ଧ୍ୱର୍ କମ୍ପୁଟରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବନ୍ଧକ କରି ନେଇଥିଲେ ହ୍ୟାକର । ଏହି ଭାଇରସ କୌଣସି ନେଟୱାର୍କରେ ପ୍ରବେଶ କରିବା ପରେ ଉକ୍ତ ନେଟୱାର୍କରେ ପରିଚାଳିତ କମ୍ପ୍ୟୁଟରରେ ଫାଇଲଗୁଡ଼ିକକୁ ବିନା ଅନୁମତିରେ ଲକ କରି ଦେଇଥାଏ । ଫଳରେ କମ୍ପୁଟର ବ୍ୟବହାରକାରୀଙ୍କୁ ନିଜ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ତଥ୍ୟକୁ ଫେରି ପାଇବାକୁ ହେଲେ ହ୍ୟାକରଙ୍କ ଦାବି ମୁତାବକ ଟଙ୍କା ଦେବାକୁ ପଡ ତେବେ ନିକଟରେ ହୋଇଥିବା ବଡ଼ ହ୍ୟାକିଂରେ ହ୍ୟାକରମାନେ ବିଟ୍‌କଏନ ଦାବି କରନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ଯେ, ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା ଡଲାର ଅଧୀନରେ ରହିଥିଲେ ମଧ୍ୟ ବିଟ୍‌କଏନ ଆଜି ମଧ୍ୟ ଅର୍ଥବ୍ୟବସ୍ଥାରେ ନିଜ ସ୍ୱତନ୍ତ୍ରତା ରକ୍ଷା କରି ଆସିଛି ।
"https://or.wikipedia.org/wiki/ବିଟକଏନ"ରୁ ଅଣାଯାଇଅଛି