"ଗୋପାଳ ଚନ୍ଦ୍ର ପ୍ରହରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜୀବନୀ
୨୩ କ ଧାଡ଼ି:
 
==ବ୍ୟକ୍ତିଗତ ଜୀବନ==
'''ଗୋପଳଗୋପାଳ ଚନ୍ଦ୍ର ପ୍ରହରାଜ''' ୧୮୭୪ ମସିହା ସେପ୍ଟେମ୍ୱର ୯ ତାରିଖରେ [[ଓଡ଼ିଶା]]ର [[କଟକ ଜିଲ୍ଲା]]ର ସିଦ୍ଧେଶ୍ୱରପୁରଠାରେ ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପ୍ରହରାଜ [[ରେଭେନ୍ସା କଲିଜେଟ ସ୍କୁଲ]]ରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ [[କଟକ]]ର ସେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ କଳା(Final of Arts) ବିଭାଗରେ ଅଧ୍ୟୟନ କଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ପାଠ ଅଧ୍ୟୟନ କରି ୧୯୦୨ ମସିହାରେ ଓକିଲ ହୋଇଥିଲେ । ସେ [[ମଧୁସୂଦନ ଦାସ|ମଧୁବାବୁଙ୍କ]] ଅଧିନରେ ଓକିଲାତି ବ୍ୟବସାୟ କରୁଥିଲେ । ସେ ସରକାରୀ ଓକିଲ ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା । ଭାଷାକୋଷ ପ୍ରସ୍ତୁତିରେ ଏହି ରୋଜଗାରରୁ ସଞ୍ଚିତ ସବୁ ଅର୍ଥ ଖର୍ଚ୍ଚ ହୋଇ ଯାଇଥିଲା । ପ୍ରହରାଜଙ୍କ ପତ୍ନୀଙ୍କ ନାମ ଥିଲା ମୁକ୍ତାମଣି । ପ୍ରହରାଜ ନିଜ ବିଧବା ଶାଳୀ ପିତାମ୍ବରୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ ''ଭାଷାକୋଷ ଲେନ୍'' ଭାବରେ ପରିଚିତ । ୧୯୪୫ ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।<ref>{{cite news|title=ଆଜି ଶ୍ରାଦ୍ଧବାର୍ଷିକୀ|url=http://www.sambadepaper.com/Details.aspx?id=354854&boxid=33846306|accessdate=16 May 2017|newspaper=ସମ୍ବାଦ ୧୬/୦୫/୨୦୧୭ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨୪}}</ref>
 
==ଲେଖକ ଜIବନୀ==