"ଶମିତା ସେଟ୍ଟୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୬ କ ଧାଡ଼ି:
 
==ଅଭିନୟ ଜୀବନ==
ଶମିତା ୨୦୦୦ ମସିହାରେ ୟଶ୍ ରାଜ୍ ଫିଲ୍ମ‌ସ୍‌ର ସଫଳତମ ଚଳଚ୍ଚିତ୍ର '''ମୋହବତେଁ''' ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା । ଏହି ଚଳଚ୍ଚିତ୍ର ପାଇଁ ଶମିତାଙ୍କୁ ୨୦୦୧ର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ । ଶମିତା କିଛି ଚଳଚ୍ଚିତ୍ରରେ ଆଇଟମ ନୃତ୍ୟ ମଧ୍ୟ କରିଥିଲେ । ୨୦୦୧ରେ '''ମେରେ ୟାର୍ କି ସାଦି ହୈ'''ର ''ସାରାରା ସାରାରା'' ଏବଂ ୨୦୦୨ରେ '''ସାଥିୟା''' ଚଳଚ୍ଚିତ୍ରର ''ଚୋରି ପେ ଚୋରି'' ଭଳି ଗୀତରେ ନୃତ୍ୟ କରିଥିଲେ ଶମିତା ।
 
୨୦୦୫ରେ ଶମିତାଙ୍କ ଅଭିନୀତ '''ଜେହେର୍''' ଚଳଚ୍ଚିତ୍ର ବ‌ହୁତ ବଡ଼ ସଫଳତା ପାଇଥିଲା । ଶମିତା, ଶିଳ୍ପାଙ୍କ ସ‌ହ '''ଫରେବ୍''' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ବିଗ୍ ବସ୍‌ର ୩ୟ ସଂସ୍କରଣରେ ଶମିତା ଜଣେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।<ref>{{cite web |url=http://timesofindia.indiatimes.com/entertainment/tv-/Rakhis-mom-on-Bigg-Boss/articleshow/5088996.cms |title=Rakhi's mom on Bigg Boss |date=2009-10-06 |publisher=[[Times of India]]}}</ref> ତାଙ୍କ ଭଉଣୀଙ୍କର ବାହାଘର ପାଇଁ ସେ ବିଗ୍‌ବସ୍‌ରେ ୬ ସପ୍ତାହ ରହିବା ପରେ ପ୍ରତିଯୋଗୀତାରୁ ଓହରି ଯାଇଥିଲେ ।
 
ଜୁନ୍ ୧୪, ୨୦୧୧ରେ ଶମିତା ଅଭିନୟ ସ‌ହ ଇଣ୍ଟେରିଅର ଡିଜାଇନିଂ ଆରମ୍ଭ କରିଥିଲେ ।<ref>{{cite web |url=http://www.apunkachoice.com/content/article/sid100005744-shamita_shetty_quits_acting_takes_to_interior_designing |title=Shamita Shetty quits acting; takes to interior designing! |date=2011-06-14}}</ref> ୨୦୧୫ରେ ସେ ଝଲକ୍ ଦିଖ୍‌ଲା ଜା ରିଲୋଡେଡ୍‌ରେ ନୃତ୍ୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।
 
==ଅଭିନୀତ କଥାଚିତ୍ର==