"ଶମିତା ସେଟ୍ଟୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox person | name = ଶମିତା ସେଟ୍ଟି | image = File:Shamita Shetty at the launch..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧୧ କ ଧାଡ଼ି:
 
'''ଶମିତା ସେଟ୍ଟି''' (ଜନ୍ମ: ୨ ଫେବୃଆରୀ ୧୯୭୯)<ref name="bd1"/><ref name="bd2"/> ଜଣେ ଇଣ୍ଟେରିଅର ଡିଜାଇନର୍ ଏବଂ ପ୍ରାକ୍ତନ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ମଡେଲ । ଶମିତା ଅଭିନେତ୍ରୀ [[ଶିଳ୍ପା ସେଟ୍ଟି]]ଙ୍କର ସାନ ଭଉଣୀ । ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ '''ମୋହବତେଁ''' ଚଳଚ୍ଚିତ୍ରରୁ ଅଭିନୟରେ ପ୍ରବେଶ କରିଥିଲେ ଶମିତା । ଏହି ଚଳଚ୍ଚିତ୍ର ପାଇଁ ସେ ୨୦୦୧ରେ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ସମ୍ମାନ ପାଇଥିଲେ ।
 
==ପ୍ରାରମ୍ଭିକ ଜୀବନ==
ଶମିତା ସେଟ୍ଟି ୨ ଫେବୃଆରୀ ୧୯୭୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଶମିତାଙ୍କର ବାପା ସୁରେନ୍ଦ୍ର ସେଟ୍ଟି ଏବଂ ମାଆ ସୁନନ୍ଦା ସେଟ୍ଟି, ଉଭୟଙ୍କର ନିଜସ୍ୱ ବ୍ୟବସାୟ ଅଛି । ସୁନନ୍ଦା ଜଣେ ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଶମିତାଙ୍କର ବଡ଼ ଭଉଣୀ ହେଉଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି । ଏହି ଦୁଇ ଭଉଣୀ ୨୦୦୫ରେ ମୁକ୍ତିଲାଭ କରିଥିବା '''ଫରେବ''' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
 
==ଅଭିନୟ ଜୀବନ==
 
==ଅଭିନୀତ କଥାଚିତ୍ର==
 
==ଆଧାର==