"ରଘୁନାଥ ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧୫ କ ଧାଡ଼ି:
| subject = [[ସାହିତ୍ୟ]]
}}
''' ରଘୁନାଥ ମୁର୍ମୁ ''' ( ଜନ୍ମ ମେ,ମଇ ୧୯୦୫, [[ଦାଣ୍ଡବୋସ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ଓଡ଼ିଶା]] – ୧ ଫେବ୍ରୁଆରି, ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି [[ଅଲ ଚିକି ଲିପି]]<!--[[Ol Chikiତିଆରି script]]-->ରକରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ<!--Ol Cemet--> ("ପ୍ରଣାଳୀ"), ଅଲ ସିକି<!--Ol Ciki-->, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି [[ସାନ୍ତାଳୀ ଭାଷା]]<!--[[Santali language]]--> ଲେଖିବା ନିମନ୍ତେ [[ଭାରତ]] ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ [[ଓଡ଼ିଶା]], [[ପଶ୍ଚିମ ବଙ୍ଗ|ପଶ୍ଚିମବଙ୍ଗ]] ଓ [[ଝାଡ଼ଖଣ୍ଡ]]ର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଅଛନ୍ତିକରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ଵୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର [[ବାଙ୍କୁଡ଼ା ଜିଲ୍ଲା|ବାଙ୍କୁରା ଜିଲ୍ଲାର]] ଜାମବାଣୀଠାରେ '''ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ'''<ref>http://www.buruniv.ac.in/CollegeDetails.php?col_code=411</ref> ଓ ୨୦୦୭ ମସିହାରେ [[ମୁର୍ଶିଦାବାଦ ଜିଲ୍ଲା|ମୁର୍ସିଦାବାଦଠାରେ]] କଲ୍ୟାଣୀ ବିଶ୍ଵବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ<ref>http://www.panditrmttc.com</ref> ପ୍ରତିଷ୍ଠା କରାଯାଇଛି ।
 
== ପ୍ରାରମ୍ଭିକ ଜୀବନ ==
୨୮ କ ଧାଡ଼ି:
* ପାର୍ସିପୋହା(ଶିଶୁପାଠ)
* ପାର୍ସିଅପାଦ
 
=== ଗଣିତ ପୁସ୍ତକ ===
* ଏଲଖା ପତବ୍
 
=== ବ୍ୟାକରଣ ପୁସ୍ତକ ===
* ରନଳ
 
=== ନାଟକ ପୁସ୍ତକ ===
* ବିନ୍ଦୁ ଚାନ୍ଦାନ - ୧୯୪୨
Line ୩୮ ⟶ ୪୧:
* ସିଦ୍ଦ କାହ୍ନୁ ସାନ୍ତାଳ ହୁଲ୍
* ଦାଳେଗେଧେନ୍<ref>{{cite news|url=http://www.sambadepaper.com/Details.aspx?id=353151&boxid=23429606|accessdate=10 May 2017|newspaper=ସମ୍ବାଦ ୧୦/୦୫/୨୦୧୭ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨}}</ref>
 
=== କବିତା ପୁସ୍ତକ ===
* ହଗ୍ ସେରେଞ୍ଜ - ୧୯୩୬