"ଆଜାଥାଇଓପ୍ରିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୬୩ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଆଜାଥାଇଓପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ [[ଅସ୍ଥିମଜ୍ଜା ଦମନ]] ([[bone marrow suppression]]) ଓ [[ବାନ୍ତି]] ([[vomiting]]) ହୋଇପାରେ ।<!-- <ref name=AHFS2016/> --> [[ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରନ୍ସଫରେଜ]]ର ([[:en:thiopurine S-methyltransferase|thiopurine S-methyltransferase]]) [[ଜେନେଟିକ ଅଭାବ]] ([[:en:genetics|genetic]]) ଥିଲେ ଏହି ଅସ୍ଥିମଜ୍ଜା ଦମନ ହୁଏ ।<!-- <ref name=AHFS2016/> --> ଅଧିକ [[ଲିମ୍ଫୋମା]] ରୋଗ ସଙ୍କଟ ମଧ୍ୟ ରହିପାରେ ।<!-- <ref name=AHFS2016/> --> [[ଗର୍ଭାବସ୍ଥା]]ରେ ଏହା ଶିଶୁର କ୍ଷତି କରିପାରେ ।<ref name=AHFS2016/> ଏହା ଏକ [[ପ୍ୟୁରିନ ଆନାଲଗ]] ([[:en:purine analogue|purine analogue]]) ଓ [[ଆଣ୍ଟିମେଟାବୋଲାଇଟ]]ର ([[:en:antimetabolite|antimetabolite]]) ଔଷଧ । <!-- <ref name=AHFS2016/><ref name=Sam2016/> --> ଜୀବକୋଷରେ [[ଡିଏନଏ]] ([[:en:DNA|DNA]]) ଓ [[ଆରଏନଏ]] ([[:en:RNA|RNA]]) ତିଆରିକୁ ଏହି ଔଷଧ [[୬-ଥାଇଓଗୁଆନିନ]] ([[:en:6-thioguanine|6-thioguanine]]) ମାଧ୍ୟମରେ ଭାଙ୍ଗିଦିଏ ।<ref name=AHFS2016/><ref name=Sam2016/>
 
<!-- ଇତିହାସ ଓ ସଂସ୍କୃତି -->
ଆଜାଥାଇଓପ୍ରିନ ପ୍ରଥମେ ସନ ୧୯୫୭ରେ ତିଆରି ହୋଇଥିଲା ।<ref name=Sam2016>{{cite book|last1=Sami|first1=Naveed|title=Autoimmune Bullous Diseases: Approach and Management|date=2016|publisher=Springer|isbn=9783319267289|page=83|url=https://books.google.ca/books?id=eMSbCwAAQBAJ&pg=PA83|language=en}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO19th>{{cite web|title=WHO Model List of Essential Medicines (19th List)|url=http://www.who.int/medicines/publications/essentialmedicines/EML_2015_FINAL_amended_NOV2015.pdf?ua=1|work=World Health Organization|accessdate=8 December 2016|date=April 2015}}</ref> [[ବିକାଶଶୀଳ ଦେଶ]]ମାନଙ୍କରେ ([[:en:developing world|developing world]]) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୭.୬୩ରୁ ୧୭.୧୯ ଆମେରିକୀୟ ଡଲାର ।<ref name=ERC2014>{{cite web|title=Azathioprine|url=http://erc.msh.org/dmpguide/resultsdetail.cfm?language=english&code=AZT50T&s_year=2014&year=2014&str=50%20mg&desc=Azathioprine&pack=new&frm=TAB-CAP&rte=PO&class_code2=30%2E2%2E&supplement=&class_name=%2808%2E1%2E%29Immunosuppressive%20medicines%3Cbr%3E%2830%2E2%2E%29Disease%20modifying%20agents%20used%20in%20rheumatic%20disorders%20%28DMARDs%29%3Cbr%3E|website=International Drug Price Indicator Guide|accessdate=8 December 2016}}</ref> ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୩୫.୩୪ ଆମେରିକୀୟ ଡଲାର ।<ref>{{cite web|title=NADAC as of 2016-12-07 {{!}} Data.Medicaid.gov|url=https://data.medicaid.gov/Drug-Prices/NADAC-as-of-2016-12-07/ry9m-tx78|website=Centers for Medicare and Medicaid Services|accessdate=20 December 2016}}</ref>
 
== ଆଧାର ==